କୋଭିଡ଼୍-୧୯ ସଂକ୍ରମଣ ମୁକ୍ତ ହେଲା କନ୍ଧମାଳ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ କୋଭିଡ଼୍-୧୯ ୱେବସାଇଟରେ ପ୍ରକାଶିତ ସୂଚନା ଅନୁସାରେ କୋଭିଡ଼୍-୧୯ ସଂକ୍ରମଣ ମୁକ୍ତ ହେଲା କନ୍ଧମାଳ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା – ୫୯୪୪ହୋଇ ଥିବା ବେଳେ ମୋଟ ମୄତକଙ୍କ ସଂଖ୍ୟା – ୩୩,ମୋଟ ସୁସ୍ଥ ସଂଖ୍ୟା – ୫୯୧୧,ଚିକିତ୍ସାଧିନ ଆକ୍ରାନ୍ତଙ୍କ ସଂଖ୍ୟା – 0 ହୋଇଛି l କନ୍ଧମାଳ ଜିଲ୍ଲାକୁ କୋଭିଡ଼୍-୧୯ ସଂକ୍ରମଣ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରତ୍ୟେକଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ