କୋଭିଡ-୧୯ ପରିଚାଳନା ଲାଗି ୨ବର୍ଷ ପାଇଁ ସାଂସଦ ବିକାଶ ପାଣ୍ଠି ସ୍ଥଗିତ

ନୂଆଦିଲ୍ଲୀ : କୋଭିଡ-୧୯ର ବ୍ୟାପକତାକୁ ରୋକିବା ପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦୁଇ ବର୍ଷ (୨୦୨୦-୨୧ ଏବଂ ୨୦୧୧-୨୨) ପାଇଁ ସାଂସଦମାନଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠିକୁ (ଏମପି ଲାଡ) ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦେଶରେ କୋଭିଡ-୧୯ର ପରିଚାଳନା ପାଇଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ସରକାରଙ୍କର ପ୍ରୟାସକୁ ସୁଦୃଢ କରିବା ଦିଗରେ ଏହି ପାଣ୍ଠି ବିନିଯୋଗ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ