କୋଭିଡ-୧୯ ସହ ଜଡ଼ିତ ରପ୍ତାନି ଓ ଆମଦାନୀ ମାମଲା ପାଇଁ ହେଲ୍ପଡେସ୍କ ସୁବିଧା ଆରମ୍ଭ
ନୂଆଦିଲ୍ଲୀ : ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ କୋଭିଡ-୧୯ ସଂକ୍ରାନ୍ତ ଯେକୌଣସି ପ୍ରକାର ଆମଦାନୀ କିମ୍ବା ରପ୍ତାନି ସଂକ୍ରାନ୍ତ ମାମଲାରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ହେଲ୍ପଡେସ୍କ କାର୍ୟ୍ୟକ୍ଷମ କରାଯାଇଛି । ରପ୍ତାନି କିମ୍ବା ଆମଦାନୀକାରୀମାନେ ନିମ୍ନୋକ୍ତ ଯେକୌଣସି ଚ୍ୟାନେଲ ଜରିଆରେ ସିଧାସଳଖ ନିଜ ମାମଲା ସହ ଜଡ଼ିତ ସୂଚନା ପାଇପାରିବେ:-
ୱେବସାଇଟ : Contact@DGFT Platform (http://rla.dgft.gov.in:8100, ଟୋଲ ଫ୍ରି ନଂ : ୧୮୦୦-୧୧୧-୫୫୦


