କୋମ୍ପୁଟର ପ୍ରଶିକ୍ଷଣ ଶିବିର
ବେଲଗୁଣ୍ଠା:(ଶିବରାମ)ଭାରତ ସରକାର ଯୁବ ବେପାରୀ ଓ କ୍ରୀଡା ମନ୍ତ୍ରାଳୟ ଅନୁକୁଲ୍ୟରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ଏକ ମାଗଣା କୋମ୍ପୁଟର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ତା-୧୦.୧୨.୧୯. ଠାରୁ ୧୦.୩.୨୦ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଓମ ମା ନାରାୟଣୀ ଯୁବସେବା ସଂଘ ସହଯୋଗରେ ସ୍ଥାନୀୟା ଖେତ୍ରୟବରପୁର ନିକଟସ୍ଥ ଏମ ସି ସି ଏକାଡ଼େମୀ ଠାରେ ୫ ଟି ଗ୍ରାମର ୨୨ ଜଣ ପରୀକ୍ଷାର୍ଥୀ ଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା କୋମ୍ପୁଟର ଶିକ୍ଷା ପ୍ରଦାନ କରା ଯାଇଥିଲା ସମସ୍ତଙ୍କୁ କୋମ୍ପୁଟର ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା ପ୍ରଶିକ୍ଷାର୍ଥୀ ମାନଙ୍କୁ କୋମ୍ପୁଟର ଶିକ୍ଷା ପ୍ରଦାନ ଏକ ମହତ୍ୱପୁର୍ଣ କାର୍ଯ୍ୟ ର ସମାପନ ୧୦.୩.୨୦ ରିଖ ରେ ଅତି ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ ଶେଷ ହୋଇଥିଲା


