କୋରନା ଗୁଜଗ ପ୍ରଚାର କରି ଜଣେ ଗିରଫ
କଳାହାଣ୍ଡି:ଗିରଫ ଯୁବକ ହେଲେ ଡୁକେଲ ଗାଁ ର ବିନ୍ଦୁ ମହନନ୍ଦ ଗତକାଲି ସେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଳିଆକାନି ଗାଁ ରେ କରୋନା ଆକ୍ରାନ୍ତ ଜଣେ ଯୁବକ ତାଟି କବାଟ ବନ୍ଦ୍ କରି ଘରେ ରହିବା ଗୋଲାମୁଣ୍ଡା ଥାନା ଅଧିକାରୀ ବିଡ଼ିଓ ଯିବା ସୋସିଆଲ ମିଡ଼ିଆ ରେ ଭିରାଲ୍ କରିଥିଲେ । sp ବତୁଲା ଗଙ୍ଗାଧର ଙ୍କ ସୂଚନା ଅନୁସାରେ ବିନ୍ଦୁ ମହନନ୍ଦ ବିଭିନ୍ନ whataap grup ରେ ଏହା କୁ ଭାଇରାଲ କରିଥିଲେ ଏହା କଳାହାଣ୍ଡି sp ଙ୍କ ନଜର କୁ ଆସିବାପରେ ତାଙ୍କ ନିର୍ଦେଶକ୍ରମେ ବିନ୍ଦୁ ଙ୍କୁ ଗିରଫ କରିଛି ଧର୍ମଗଡ଼ ପୋଲିସ। ଆଜି ତାକୁ କୋର୍ଟ ଚାଲାଣ କରାଯିବ।