କୋରୋନାଭୂତାଣୁସଂକ୍ରାନ୍ତରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ : ଦେଶରେମୋଟକୋରୋନାଭୂତାଣୁସଂକ୍ରମିତଙ୍କସଂଖ୍ୟାବର୍ତମାନ ସୁଦ୍ଧା ୩୦ରେ ପହଁଚିଛି ।ଏମାନଙ୍କମଧ୍ୟରେକେରଳର ୩ଜଣ ସଂକ୍ରମିତରହିଛନ୍ତିଯେଉଁମାନେ ଚିକିତ୍ସା ରେସୁସ୍ଥହୋଇଘରକୁଫେରିଛନ୍ତି ।ଏହାବ୍ୟତୀତଦିଲ୍ଲୀଏବଂଏନସିଆରରତିନି ଜଣ ସଂକ୍ରମିତଅଛନ୍ତି, ଏମାନଙ୍କମଧ୍ୟରୁ ଦୁଇ ଜଣ ଇଟାଲୀ ଓ ଜଣେଇରାନ ଗସ୍ତରୁଫେରିଛନ୍ତି ।ଇଟାଲୀଗସ୍ତରୁଫେରିଥିବାପ୍ରଥମ ଦିଲ୍ଲୀସଂକ୍ରମିତଙ୍କସଂସ୍ପର୍ଶରେ ଆସିଥିବା୬ ଜଣ ସଂକ୍ରମିତ ଅଛନ୍ତି । ଦୁବାଇଗସ୍ତରୁଫେରିଥିବାଏବଂସିଙ୍ଗାପୁରସହସମ୍ପର୍କ ଥିବା ତେଲଙ୍ଗାନାରୁ ଜଣେ ଏବଂ ୧୬ ଜଣ ଇଟାଲୀୟ ପର୍ଯ୍ୟଟକଏବଂଏହି ପର୍ଯ୍ୟଟକମାନଙ୍କ ସହିତ ଥିବା ଜଣେ ଭାରତୀୟ ମଧ୍ୟ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି । ଏହାବ୍ୟତୀତ ତେଲଙ୍ଗାନାର ଦୁଇ ସନ୍ଦିଗ୍ଧଙ୍କର କ୍ତନମୁନା ପୁଣେସ୍ଥିତ ଏନଆଇଭିରେ ପରୀକ୍ଷଣହେବା ପରେ ନେଗେଟିଭ ଆସିଛି । ୧୪ ଇଟାଲୀୟ ପର୍ଯ୍ୟଟକଙ୍କ ସମେତ ସମସ୍ତ ଭାରତୀୟ ସଂକ୍ରମିତଙ୍କ ଅବସ୍ଥାସ୍ଥିର ରହିଛିତଥା ସେମାନଙ୍କୁ ନିରୀକ୍ଷଣ କରାଯାଉଛି । ବର୍ତମାନ ସୁଦ୍ଧା ସମସ୍ତ ବିମାନ ବନ୍ଦରରେ ୬୫୫୦ଟି ବିମାନରେ ଆସିଥିବା ୬,୪୯,୪୫୨ ଜଣ ଯାତ୍ରୀଙ୍କର ଯାଂଚ କରାଯାଇଛି । ଏହାବ୍ୟତୀତ ୨୯,୬୦୭ ଜଣ ବ୍ୟକ୍ତିଙ୍କୁ ଆଇଡିଏସପି ସାମୁଦାୟିକ ନିରୀକ୍ଷଣ ଏବଂ ସଂଯୋଗ ଚିହ୍ନଟ ବ୍ୟବସ୍ଥାରେ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ