କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସୋନ୍ଗାର , ୧୯କୁ ଅପେକ୍ଷା
ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ଉନ୍ନାଓ ଦୁଷ୍କର୍ମ ଘଟଣାରେ ଦିଲ୍ଲୀର ତିସ ହଜାରୀ କୋର୍ଟ ବିଚାର କରି ସୋମବାର ମୁଖ୍ୟ ଅଭିଯୁକ୍ତ ବିଜେପିର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସୋନଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ଅଭିଯୁକ୍ତ ଥିବା ଶଶୀ ସିଂ ଙ୍କୁ ନିର୍ଦ୍ଦେଶରେ ଖଲାସ କରାଯାଇଛି । ସୁଚନାନୁସାରେ , ଆସନ୍ତା ୧୯ ତାରିଖରେ କୁଳ ଦୀପ ସିଂ ସୋନ୍ଗାରଙ୍କୁ ଦଣ୍ଡ ବିଧାନ କରିବେ ମାନ୍ୟବର କୋର୍ଟ ।


