କୋଲାବ ଡେମ ରେ ବୁଡି ମୃତ୍ୟୁ ବରଣ କରିଛନ୍ତି
ବୁଗୁଡା ବ୍ଲକ ଅନ୍ତର୍ଗତ ଭାମସିଆଳି ଗ୍ରାମର ମନ୍ମଥ ସାସମଲ +୩ ଛାତ୍ର କୋରାପୁଟ କୋଲାବ ଡେମ ରେ ଗତ କାଲି ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଗ୍ରାମକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ଏବଂ ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଧାୟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।