କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ
ଛତ୍ରପୁର-: ଛତ୍ରପୁରର କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ଦେଶର ଅନ୍ୟତମ ବୀର ନାୟକ ଯେ କି ଭାରତ ବର୍ଷର ଏକ ମାତ୍ର ନେତା ଯାହାକୁ ସମସ୍ତେ ନେତାଜୀ ବୋଲି ସମ୍ବର୍ଦ୍ଧିତ କରୁଥିଲେ ସେ ହେଲେ ଚିର ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଙ୍କ ସ୍ମୃତିରେ ତାଙ୍କ ଜନ୍ମ ତିଥୀକୁ ଆଜି ସଂଗଠନ ପକ୍ଷରୁ ଛତ୍ରପୁର କୋର୍ଟ ଷ୍ଟେସନ ନିକଟସ୍ଥ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀଙ୍କ ସ୍ୱପ୍ନର ଭାରତ ଯୁବକଙ୍କ ପାଇଁ ଅମୂଲ୍ୟ ବକ୍ତବ୍ୟର ଆଲୋଚନା କରି ନେତାଜୀଙ୍କ ପାଇଁ ସ୍ଲୋଗାନ ଦିଆଯିା ସହ ଯର୍ଥାଥ ମର୍ଯ୍ୟଦାର ସହ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ସଂଗଠନର ସଭାପତି ଇଜୁଆମିନ୍ ଖାନ୍, ବିବେକ କୁମାର, ଅଭିଷେକ ପଟ୍ଟନାୟକ, ରାକେଶ ଆଚାର୍ଯ୍ୟ, ମହେଶ ଗୈାଡ, ଦୁଷ୍ମନ୍ତ ନାୟକ, ଅମିତ୍ ପଲାଇ, ଲିଟୁ ପ୍ରମୂଖ ଉପସ୍ଥି ଥିଲେ ।