କ୍ରୀଡ଼ା କ୍ରିକେଟରୁ ଅବସର ନେଲେ ପିଟର ସିଡଲ 29/12/201929/12/2019 YWPSENU4 0 Comments କ୍ରିକେଟରୁ ଅବସର ନେଲେ ପିଟର ସିଡଲ ମେଲବୋର୍ନ- ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆନ ପେସର ପିଟର ସିଡଲ । ସେ ଅଷ୍ଟ୍ରେଲିଆ ପାଇଁ ୬୭ ଟେଷ୍ଟ ଖେଳି ୩୦.୬୬ ହାରରେ ୨୨୧ ଉଇକେଟ ହାତେଇଛନ୍ତି । ତା ସହିତ ୨୦ ଦିନିକିଆ ଓ ଦୁଇଟି ଟି୨୦ରେ ମୋଟ ୩୪ ଉଇକେଟ ନେଇଛନ୍ତି। Spread the love