କ୍ରିକେଟ ଖେଳକୁ ନେଇ ଦୁଇ ଗୋଷ୍ଠୀ ସାମନା ସାମ୍ନି
ଗଜପତି,(ଅଂଶୁମାନ ପଣ୍ଡା):ମୋହନା ଥାନା ଅନ୍ତର୍ଗତ ଚଡ଼ିଆପଦାଗାଁ ଓ ପନା ଗୁଡ଼ା ଗାଁ ମଧ୍ୟରେ ଗୋଷ୍ଠୀ କନ୍ଦଳ୭ଆହତ ଘଟଣା ରୁ ପ୍ରକାଶ ଗତ ମାସରେ୨୫ ତାରିଖ ରେ ଦୁଇ ଗାଁ ମଧ୍ୟ୍ୟ ରେ କ୍ରିକେଟ ଖେଳ ହୋଇଥିଲା କୌଣସି କାରଣରୁ ଦୁଇ ମଧ୍ୟ୍ୟ ରେ ଝଗଡ଼ା ହାଇଥିଲା ପୃବ ଶତ୍ରୁତାକୁ ନେଇ ମନରେ ରାଗ ରଖିଥିଲେ ଚଡ଼ିଆପଦାଗାଁ ଲୋକ ଆଜି ପନାଗୁଡ଼ାଗାଁ ର ପୁରସ୍ତମ ନାୟକ୪୨ସେ ନିଜ ସମ୍ପର୍କୟ ଘରକୁ ମରଣ ହଇଥିବା ନେଇ ଯାଇଥିଲେ ସେଠି ଚଡ଼ିଆପଦାଗାଁ ର କିଛି ଅସାଧୁ ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଏ ଖବର ପାଇ ପନାଗୁଡ଼ାଗାଁ ର କିଛି ବ୍ୟକ୍ତି ଆସିଥିଲେ ରକ୍ଷା କରିବାକୁ କିନ୍ତୁ ଉକ୍ତ ଗାଁ ଲୋକ୪୦ରୁ ଉର୍ଦ୍ଧ ତାଙ୍କ ଉପରକୁ ମଧ୍ୟ୍ୟ ଆକ୍ରମଣ କରିଥିଲେ ଏଥିରେ ଗୁରୁତର ହାଇଥିଲେ ଯୁବରାଜ ବିର୪୦ବାର୍ଥଲିମ ବିର୫୮ଦୀପକ ପାଇକ୧୮ଚିଦାନନ୍ଦ ବିର୧୯ଦେବାନନ୍ଦ ବିର୨୪ପଦ୍ରସତରୁ ସୁଲିଆ୭୫ସେମାନଙ୍କୁ ମୋହନା ପୋଲିସି ପଞ୍ଚିଗୁରୁତର ମନକୁ ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି ଘଟଣା ର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କାଇଛନ୍ତି