କ୍ଲଷ୍ଟର ସ୍ତରୀୟ ଟିଏଲଏମ ମେଳା ଅନୁଷ୍ଠିତ ଅନୁଷ୍ଠିତ
(ଯୁଗାବ୍ଦନ୍ୟୁଜ) କ୍ଲଷ୍ଟର ସ୍ତରୀୟ ଟିଏଲଏମ ମେଳା କ୍ଷେତ୍ରୀୟବପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ଉକ୍ତ ଉତ୍ସବ ରେ ପ୍ରଧାନ ଶିକ୍ଷକ ସୁନୀତ କୁମାର ତ୍ରୀପାଠୀ ଦୀପପ୍ରଜ୍ଜଳନ କରି କରି ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସିଆରିସିସି ଶ୍ରୀ ପ୍ରତାପ ଚନ୍ଦ୍ର ଶତପଥି , ଶ୍ରୀ ଜୟରାମ ବିଶ୍ୱାଳ , ଶ୍ରୀ ସୁରେନ୍ଦ୍ର ରାଉତ ସମ୍ମା୍ନୀୟ ଅତିଥି ରୂପେ ଯୋଗ ଦେଇଥିଲ । ସିଆରସିସି ଶ୍ରୀ ମଧୁସୁଦନ ସେଠୀ ସଂଯୋଜନା କରିଥିଲେ । ୧୦ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଯୋଗ ଦେଇଥିଲ । କାର୍ଯ୍ୟକ୍ରମ କୁ ସଫଳତା ର ସହିତ ସମାପନ କରାଯାଇଥିଲା ।