କ୍ଲଷ୍ଟର ସ୍ତରୀୟ ଟିଏଲଏମ ମେଳା

ଗାଙ୍ଗପୁର, (ଯୁଗାବ୍ଦନ୍ୟୁଜ) କ୍ଲଷ୍ଟର ସ୍ତରୀୟ ଟିଏଲଏମ ମେଳା କ୍ଷେତ୍ରୀୟବପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ରେ ପ୍ରଧାନ ଶିକ୍ଷକ ସୁନୀତ କୁମାର ତ୍ରୀପାଠୀ ପ୍ରଦୀପପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଏହି ଉତ୍ସବରେ ସିଆରସିସି ପ୍ରତାପ ଚନ୍ଦ୍ର ଶତପଥି , ଜୟରାମ ବିଶ୍ୱାଳ , ସୁରେନ୍ଦ୍ର ରାଉତ ସମ୍ମା୍ନୀୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସିଆରସିସି ମଧୁସୁଦନ ସେଠୀ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ