କ୍ଵରେଣ୍ଟାଇନ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଲିଲିଗଡ଼ କ୍ଵରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଛି । ତାମିଲନାଡୁ, ହାଇଦ୍ରାବାଦ, ସୁରତ ଓ ତେଲେଙ୍ଗାରୁ ୩୪ ଜଣ ପ୍ରବାସୀ ଓଡ଼ିଆ ମୋହନାକୁ ଫେରିବା ପରେ ଲିଲିଗଡ଼ କ୍ଵରେଣ୍ଟାଇନ ସେଣ୍ଟରରର ରଖାଯାଇଛି। ହେଲେ, ସେଣ୍ଟରରେ ନିୟମିତ ନିମ୍ନମାନର ଖାଦ୍ୟ ଦେଉଥିବାରୁ କିଭଳି ଇମୁନିଟି ପାୱର ବଢିବ ବୋଲି ପ୍ରଶ୍ନ କରିଛନ୍ତି ।।ଅନ୍ୟପଟେ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କର ଏପର୍ଯ୍ୟନ୍ତ ସ୍ୱାବ ଟେଷ୍ଟ କରାଯାଇନଥିବା ଅଭିଯୋଗ କରିଛନ୍ତି। ଏ ନେଇ ବ୍ଲକ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ଅନ୍ୟପଟେ ସିଙ୍କୁଳିପଦର କରେଣ୍ଟନ ଗୃହ ରେ୧୦ଉର୍ଦ୍ଧ ପ୍ରବସୀଙ୍କୁ କିଟ ମିଳିନି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ