କ୍ଷତ୍ରିୟ ବର ପୂରରେ ବିଶାଳ ସ୍ଵାସ୍ଥ୍ୟ ଶିବିର
ବେଲଗୁଣ୍ଠI(ଯୁଗାବ୍ଦ ନ୍ୟୁଜ) ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟ ବର ପୁର ହାଇସ୍କୁଲ ପଡିଆ ଠାରେ ବେଲଗୁଣ୍ଠIଓ ବ୍ଲକ୍ ସ୍ତରୀୟ ବିଶାଳ ସ୍ଵାସ୍ଥ୍ୟ ଶିବିର ଆସିକା ସଂସଦ ପ୍ରମିଳା ବିଷୟୀ ଦ୍ଭଳବ ଦ୍ଵାରା ଉଦ୍ଘାଟିତ ଅନୁଷ୍ଠିତ ହୋଇଯାଇଛି କ୍ଷ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଦ୍ଵାରା ଆୟୋଜିତ କାର୍ୟ୍ୟକ୍ରମ ୨୭ ୨୮ ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ବେଲଗୁଣ୍ଠଓ ବ୍ଲକ୍ ର ବିଭିନ୍ନ ଗ୍ରାମାଞ୍ଚଳ ରୁ ୧୪୪୯ ଜଣ ନିଜର ନାମ ପଞ୍ଜିକରଣ କରାଇବା ସହ ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ସହ ନିଜ ରୋଗର ଚିକିତ୍ସା କରାଇ ବିଭିନ୍ନ ନାମୀ ଦାମୀ କମ୍ପାନୀ ର ଔଷଧ ପାଇଛନ୍ତି