କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାସ୍କ ଓ ସାନିଟାଇଜ ବିତରଣ
ଚୌଦ୍ୱାର,(ସଞ୍ଜୀବ କୁମାର ତିୱାରୀ):ଚୌଦ୍ୱର ର ଅଗ୍ରଣୀ ସ୍ୱଛାସେବୀ ସଂଗଠନ କ୍ୟାଚ ଚାରିଟେବୁଲ ଟ୍ରଷ୍ଟ ପକ୍ଷ ରୁ ସ୍ଥାନିୟ ମୁଣ୍ଡାସାହି ଓ ଏହାରା ଆଖପାଖ ସ୍ଥାନ ମାନଙ୍କରେ ମାସ୍କ,ସାବୁନ ଓ ସାନିଟାଇଜ ବିତରାଣ କରାଯାଇଥିଲା । ଏହି କାର୍ଯକ୍ରମରେ ଟ୍ରଷ୍ଟ ର ସାମ୍ପାଦିକା ବିଣାପାଣି ଦାଶ,ଅଭିଷେକ ଦାଶ ଓ ହରେକୃଷ୍ଣସାହୁ ୁଉକ୍ତ ସ୍ଥାନ ରେ ଉପସ୍ଥିତ ଛୋଟ ଛୋଟ ପିଲା ଓ ବୃଦ୍ଧବୃଦ୍ଧା ମାନଙ୍କୁ ମାସ୍କ,ସାବୁନ ଓ ସାନିଟାଇଜ ବଂଟନ କରିବା ସହିତ କରେନା ସଂକ୍ରମଣ ସର୍ତକତା ବିଷୟରେ ଅବଗତ କରେଇବଥିଲେ । ପରେ କାର୍ଯ୍ୟରତ ପୁଲିସ କର୍ମଚାରୀ ମାନଙ୍କୁ ମାସ୍କ ବଂଟନ କରିଥିଲେ ।


