କ୍ୟାନସର ଆଶଙ୍କା ଦୂର କରେ ମକା

ବର୍ଷା ଦିନେ ମକା ଖାଇବାର ମଜା ନିଆରା । ପୋଡା ମକା ନ ହେଲେ ଆଜିକାଲି ବଜାରରେ ମିଳୁଥିବା ସିଝା ମକା ଯେ କେବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ଉପଯୋଗୀ ମଧ୍ୟ । ଆଜି ଆମେ ଆପଣଙ୍କୁ ମକାର ଉପକାରିତା ସମ୍ପର୍କରେ ଜଣାଇବୁ । ଏହା ପରେ ଆପଣ ବୋଧହୁଏ ମକା ଅଧିକରୁ ଅଧିକ ଖାଇବାକୁ ଚାହିଁବେ ।
ମକା ଓଜନ କମ କରିବାର ସହାୟକ ହୋଇଥାଏ ।
ହାଡ ମଜଭୁତ କରିଥାଏ ।
କ୍ୟାନସର ଆଶଙ୍କା ଦୂର କରିଥାଏ ।
ଅଲସର ହେବାରୁ ରକ୍ଷା କରେ ।
ଏନିମିଆରୁ ରକ୍ଷା କରେ ।
ସ୍ମରଣ ଶକ୍ତି ବଢ଼ାଏ ।
ଦାନ୍ତ ମଜଭୁତ କରିଥାଏ ।
ହୃଦରୋଗରୁ ରକ୍ଷା କରେ ।
ମକାରେ ଭିଟାମିନ୍, ମିନେରାଲ୍ସ, ଜରୁରୀ ଆଣ୍ଟି ଅକ୍ସିଡାଣ୍ଟସ ମିଳିଥାଏ । ଯାହା ଭୟଙ୍କର ରୋଗରୁ ରକ୍ଷା କରିଥାଏ । ମକା ମଞ୍ଜିରେ ଭିଟାମିନ ଏ ରହିଥାଏ । ଯାହା ଆମ ଚର୍ମ ଉପରେ ଭଲ ପ୍ରଭାବ ପକାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ