କ୍ୟାବିନେଟ କମିଟି ର ପୁର୍ନଗଠନ କଲେ ପ୍ରଧାନ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧନମନ୍ତ୍ରୀ ହେବାପରେ ଅନେକ ମନ୍ତ୍ରାଳୟ ରେ ବଡଧରଣ ର ଅଦଳବଦଳ କରିଛନ୍ତି । ଅନେକ ମନ୍ତ୍ରାଳୟରେ ନୂଆକରି ଦାୟିତ୍ୱ ନିର୍ବାହ କରୁଥିବା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଙ୍କୁ ଦାୟିତ୍ୱ ମିଳିଛି ମୁଖ୍ୟତଃ ଶାହା ଙ୍କ ୁ ନରେନ୍ଦ୍ର ମୋଦି ଙ୍କ ପରେ ଅଧିକ କମିଟି ରେ ସ୍ଥାନ ପାଇଥିବା ଦେଖିବାକୁ ମିଳିଛି ।

୧) ନିଯୁକ୍ତି କ୍ୟାବିନେଟ କମିଟି
ପ୍ରଧାନମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ

୨) ଆବାସ କ୍ୟାବିନେଟ କମିଟି
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀ ନିତିନ ଜୟରାମ ଗଡକରୀ, ପରିବହନ ଓ ଜାତୀୟ ରାଜପଥ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀଥାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବ୍ୟବସାୟ ଓ ଉଦ୍ୟୋଗ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ
ଶ୍ରୀ ଜିତେନ୍ଦ୍ର ସିଂ, ଉତର ପୂର୍ବାଂଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ, ଆଣବିକ ଶକ୍ତି ଓ ମହାକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ହରଦୀପ ପୁରି, ଗୃହ ଓ ସହରୀକରଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ ଦାୟିତ୍ୱ) ଏବଂ ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ।

୩)ଆର୍ଥିକ କ୍ୟାବିନେଟ କମିଟି
ପ୍ରଧାନମନ୍ତ୍ରୀ
ଶ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀ ନିତିନ ଜୟରାମ ଗଡକରୀ, , ଗମନାଗମନ, ଜାତୀୟ ରାଜପଥ, ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ଡିଭି ସଦାନନ୍ଦ ଗୌଡା, ସାର ଓ ରସାୟନ ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି ଓ କୃଷକ ବିକାଶ, ଗ୍ରାମ୍ୟ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ
ଶ୍ରୀ ରବିଶଙ୍କର ପ୍ରସାଦ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି, ଆଇନ ଏବଂ ନ୍ୟାୟ ମନ୍ତ୍ରୀ
ଶ୍ରୀମତି ହରସିମରତ କୌର ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଡଃ ସୁବ୍ରମଣ୍ୟମ ଜୟଶଙ୍କର, ବୈଦେଶିକ ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ

୪)ସଂସଦୀୟ କ୍ୟାବିନେଟ କମିଟି
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀଥାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ରାମବିଳାଶ ପାଶୱାନ, ଖାଉଟି ବ୍ୟାପାର, ଖାଦ୍ୟ ଓ ବଂଟନ ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି ଓ କୃଷକ ବିକାଶ, ଗ୍ରାମ୍ୟ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ
ଶ୍ରୀ ରବି ଶଙ୍କର ପ୍ରସାଦ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି, ଆଇନ ଏବଂ ନ୍ୟାୟ ମନ୍ତ୍ରୀ
ଶ୍ରୀ ଥୱର ଚାନ୍ଦ ଗେହଲୋଟ, ସାମଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ
ଶ୍ରୀ ପ୍ରକାଶ ଜାଭଡେକର, ପରିବେଶ, ଜଙ୍ଗଲ, ପାଣିପାଗ ପରିବର୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ
ଶ୍ରୀ ପ୍ରହଲ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ
ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ
ଶ୍ରୀ ଅର୍ଜୁନ ରାମ ମେଘୱାଲ, ସଂସଦୀୟ ବ୍ୟାପାର, ଭାରି ଓ ସାର୍ବଜନୀନ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଭି ମୁରଲୀଧରନ, ସଂସଦୀୟ ବ୍ୟାପାର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

୫)ରାଜନୈତିକ କ୍ୟାବିନେଟ କମିଟି
ପ୍ରଧାନମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀ ନିତିନ ଜୟରାମ ଗଡକରୀ, ପରିବହନ, ଜାତୀୟ ରାଜପଥ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀଥାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ରାମବିଳାଶ ପାଶୱାନ, ଖାଉଟି ବ୍ୟାପାର, ଖାଦ୍ୟ ଓ ବଂଟନ ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି, କୃଷକ ବିକାଶ, ଗ୍ରାମ୍ୟ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ
ଶ୍ରୀ ରବି ଶଙ୍କର ପ୍ରସାଦ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି, ଆଇନ ଏବଂ ନ୍ୟାୟ ମନ୍ତ୍ରୀ
ଶ୍ରୀମତି ହରସିମରତ କୌର ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଡଃ ହର୍ଷବର୍ଦ୍ଧନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଭୂମଣ୍ଡଳୀୟ ବିଜ୍ଞାନ ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ଅରବିନ୍ଦ ଗଣପତ ସାୱନ୍ତ, ଭାରି ଓ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ପ୍ରହଲ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ

୬)ସୁରକ୍ଷା ବିଷୟକ କ୍ୟାବିନେଟ କମିଟି
ପ୍ରଧାନମନ୍ତ୍ରୀ
ଶ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀଥାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଡଃ ସୁବ୍ରମଣ୍ୟମ ଜୟଶଙ୍କର, ବୈଦେଶିକ ମନ୍ତ୍ରୀ

୭)ନିବେଶ ଓ ଅଭିବୃଦ୍ଧି ବିଷୟକ କ୍ୟାବିନେଟ କମିଟି
ପ୍ରଧାନମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀ ନିତିନ ଜୟରାମ ଗଡକରୀ, ପରିବହନ, ଜାତୀୟ ରାଜପଥ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀଥାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ

୮)ନିଯୁକ୍ତି ଓ ଦକ୍ଷତା ବିକାଶ କ୍ୟାବିନେଟ କମିଟି
ପ୍ରଧାନମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀଥାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି, କୃଷକ ବିକାଶ, ଗ୍ରାମ୍ୟ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ, ମାନବ ସମ୍ବଳ ବିକାଶ ମନ୍ତ୍ରୀ
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ
ଡଃ ମହେନ୍ଦ୍ର ନାଥ ପାଣ୍ଡେ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ସନ୍ତୋଷ କୁମାର ଗାଙ୍ଗୱାର, ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
ଶ୍ରୀ ହରଦୀପ ସିଂ ପୁରି, ଗୃହ ଓ ସହରାଂଚଳ ବିକାଶ, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
ସ୍ୱତନ୍ତ୍ର ନିମନ୍ତ୍ରିତ
ଶ୍ରୀ ନିତିନ ଜୟରାମ ଗଡକରୀ, ପରିବହନ, ଜାତୀୟ ରାଜପଥ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀମତି ହରସିମରତ କୌର ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଶ୍ରୀମତି ସ୍ମୃତି ଜୁବିନ ଇରାନୀ, ମହିଳା, ଶିଶୁ ବିକାଶ ଓ ବୟନ ମନ୍ତ୍ରୀ
ଶ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ