କ୍ୱାରେଂନଟାଇନ ଗୃହରେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା

ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଂଚାୟତ ନିକଟସ୍ଥ ଲବାରିସଂ କନ୍ୟାଶ୍ରମରେ ହୋଇଥିବା କ୍ୱାରେଂନଟାଇନ ଗୃହରେ ୨ ଦିନ ପୂର୍ବେ ଗୋଟିଏ ପରିବାର ତାମିଲନାଡୁରୁ ଆସି ରହିଥିଲେ । ସେଥି ମଧ୍ୟରୁ ଜଣେ ମହିଳା ଗର୍ଭବତୀ ଥିବାରୁ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗଇଥିଲେ ପ୍ରଶାସନ । ତାଙ୍କର ପ୍ରସବ ହେବାର ସମୟ ଆସି ଯାଇଥିବାରୁ ଯନ୍ତ୍ରଣା କଷ୍ଟ ସମ୍ଭାଳି ନପାରି ଚିôତାର କରିଥିଲେ । ତାଙ୍କୁ ମୋହନା ବ୍ଳକ ବିଡିଓ ବଂଶିଧର ଖୋସଲା ମୋହନା ଡାକ୍ତର ଟିମ୍ ନମିତା ପଣ୍ଡା, ଡା.ଉଲ୍ଲାସ ରଇତ ପଂହଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ଗାଡି ଯୋଗେ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଥିବା କୋଭିଡ୍‌-୧୯ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଯାଇଥିବା ବ୍ଲକ ପ୍ରଗ୍ରାମ ଅଫିସର ଚେଲପତି ରାଓ କହିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ