ଖବର ପ୍ରସାରଣ ପରେ ମେଣ୍ଟା କୁ ସରକାରୀ ସହାୟତା ପ୍ରଦାନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଂଚାୟତ ର ଚଡ଼ିଆପଦା ଗ୍ରାମ ର ମେଣ୍ଟା ମଳିକ ଯିଏ କି ଭିନ୍ନକ୍ଷମ ଥାଇବି ସକ୍ଷମ ଭଳି କାମ କରୁଛନ୍ତି ଆଉ ଛୋଟିଆ ଦୁକାନ କରି ଗ୍ରାମ ରେ ବେବସାୟ କରି ନିଜ ବୁଡ଼ି ମା କୁ ପୋଷଣ କରୁଛନ୍ତି ହେଲେ ସରକାରୀ ସହାୟତା କହିଲେ ଚାଉଳ ଓ ଭତା ହେଲେ ସେତିକି ରେ ଚାଲିବା ମୁସ୍କିଲ ସେତିକି ନୁହେଁ ମେଣ୍ଟା ନୀଜ୍ ଦୋକାନ ପାଇଁ ସାମଗ୍ରୀ କିଣିବା ପାଇଁ ମଧ୍ୟ ଗୁରୁଣ୍ଡି ଗୁରୁଣ୍ଡି ବଜାର କୁ ଯାହାନ୍ତି ଆଉ ସଉଦା କିଣି ଆସନ୍ତି ଏହି ଖବର ପ୍ରସାରଣ ପରେ ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଅଧିକାରୀ ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ରମାଞ୍ଚଳ ଖୋମାରି ଉପସ୍ଥିତ ରେ ମେଣ୍ଟା କୁ ଏକ ସାଇକେଲ ଓ ଲୋନ୍ ର ବେଵସ୍ଥା ପ୍ରଦାନ୍ କରଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ