ଖମାରେଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଖମାରେଡୀ ବୃନ୍ଦାବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଏବିଇଓ ଜଗବନ୍ଧୁ ଜେନା ,ମୁଖ୍ୟ ବକ୍ତା ରୂପେ ଏବିଇଓ ଶଙ୍କର୍ଷଣ ତ୍ରୀପାଠୀ, ସମ୍ମାନିତ ଅତିଥି ରୂପେ ଏବିଇଓ ନେତାଜୀ ବିଷୋୟୀ ,ସି.ଆର୍.ସି.ସି ତ୍ରିନାଥ ବେହେରା, ଏସ୍.ଏମ୍.ସି ଅଧ୍ୟକ୍ଷ ବିକ୍ରମ ଜେନା, ଉପାଧ୍ୟକ୍ଷା ପ୍ରଭାସିନୀ ସ୍ବାଇଁ,ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦାମ ଦଳବରା, ଗୁରାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଦେବୀ,ଶିକ୍ଷକ ରମେଶ ଚନ୍ଦ୍ର ବେହେରା, ସରପଞ୍ଚ ପ୍ରତିନିଧି ପ୍ରତାପ ନାୟକ, ସମିତି ସଭ୍ୟ ପ୍ରତିନିଧି ନାରାୟଣ ବେହେରା ,ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସଭାପତିତ୍ବ କରିଥିଲେ ପ୍ରଧାନ ଶିକ୍ଷକ ଉପେନ୍ଦ୍ରନାଥ ପ୍ରଧାନ ବରିଷ୍ଠ ଶିକ୍ଷକ ବିଜୟ କୁମାର ବିଷୋୟୀ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ଗୌର ଚନ୍ଦ୍ର ପଣ୍ଡା, ଗଣେଶ ନାୟକ, ନୀଳାଞ୍ଚଳ ପାଣିଗ୍ରାହୀ, ମଦନମୋହନ ନାୟକ,ଶିକ୍ଷୟିତ୍ରୀ ପୁଷ୍ପଲତା ପ୍ରଧାନ ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା