ଖାତକୁ ଓଲଟିଲା ବସ୍ ୬ ମୃତ ୩୯ ଗୁରୁତର

ଝାରଖଣ୍ଡର ଗଢବାରେ ଅମ୍ବିକାପୁରକୁ ଯାତ୍ରା କରୁଥିବା ଏକ ଘରୋଇ ଯାତ୍ରୀ ବାହି ବସ ଓଲଟି ୬ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୯ ଜଣ ଆହାତ ହୋଇଛନ୍ତି । ସମସ୍ତ ଆହାତ ମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତିକରାଯାଇଛି । ଆହାତ ମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମଙ୍ଗଳବାର ଏକ ଘରୋଇ ବସ ଅମ୍ବିକାପୁରରୁ ସାସକାପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ରାସ୍ତାରେ ଏକ ବିରାଟ ଖାତ ଭିତରକୁ ଓଲଟି ପଡିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ