ଖେଳ ପଡିଆ ଓ କଳିଙ୍ଗ ଶିଶୁ ପାର୍କ ତୁରନ୍ତ ନିର୍ମାଣ ନ ହେଲେ ଆନ୍ଦଳନ

ମୋହନା, (ଅଂଶୁମାନ ପଣ୍ଡା) :ରାଜ୍ୟ ସରକାର ବିଭିନ ଜୁଯୋନ ଗୁଡିକ ଗ୍ରାମ ଅଞ୍ଚଳ ର ବିକାଶ ନିମନ୍ତେ ଶିଳା ନ୍ୟାସ କରି କୋଟି କୋଟି ଟଙ୍କା ପାଣି ଭଳି ପ୍ରତେକ ଜିଲ୍ଲା ରେ ଖର୍ଚ୍ଚ କରୁଛନ୍ତି I ହେଲେ ଗଜପତି ଜିଲ୍ଲା ରେ ତାହା ବାଟ ବଣା କିପରି ହେଉଛି ତାହାର କୋଣସୀ ଉତ୍ତର ନାହିଁ ପ୍ରଶାସନ ପାଖରେ ଗଜପତି ଜିଲ୍ଲା ରେ ପ୍ରକଳ୍ପ ନିଦେଶକ ଅନାମ ପାତ୍ର ପ୍ରତେକ ବ୍ଲକ ରେ ରାସ୍ତା ଘାଟ ପନୀୟ ଜଳ ପ୍ରକଳ୍ପ ଉପରେ ଦୃଷ୍ଟି ନ ଦେଇ ମିଶନ ଶକ୍ତି ରେ ତୁରନ୍ତ ଗୃହ ନିର୍ମାଣ ପାଇଁ ନିଦେଶ ଦେଉଛନ୍ତି କିନ୍ତୁ ଅନେକ ଜାଗାରେ ଅଙ୍ଗନ ବାଡ଼ି ଗୃହ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବଷ୍ଟାଣ୍ଡ ଖେଳ ପଡିଆ ପାର୍କ ପ୍ରତି ଜମା ଦୃଷ୍ଟି ପଡୁନି ଯାହାକୁ ଜନ ଅସନ୍ତୋଷ ଦେଖା ଦେଇଛି ଆଜିକୁ ପ୍ରାୟ୫ବର୍ଷ ରୁ ଉର୍ଦ୍ଧ ବର୍ଷ ବିତିଲା କିନ୍ତୁ ମୋହନା ରେ ଖେଳ ପଡିଆ ନିର୍ମାଣ ହୋଇ ପାରିଲାନି କିଛି ମାଟି ପକାଇ କିଛି ବର୍ଷ ଛାଡିଦେଲେ ପରେ ପାଚେରୀ କରି ଫାଟକ ଲଗାଇଦେଲେ ଆଉ କାମ ସମ୍ପୃନ ହୋଇଥିବା ଦର୍ଶାଇ ରାଜ୍ୟ ସରକାର ଙ୍କ ଫଳକ ଲଗାଇଦେଲେ କିନ୍ତୁ ଗେଲେରି କି କୋଣସୀ ଖେଳ ପଡ଼ିଆର ସମତଳ ହୋଇ ପାରିଲା ନାହିଁ I ସେଇପରି ଆଜିର ଶିଶୁ କାଲି ର ଭବିଷ୍ୟତ ତାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ୩୦ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରିଥିଲେ I କଳିଙ୍ଗ ଶିଶୁ ଉଦ୍ୟାନ ପାର୍କ ନିର୍ମାଣ ପାଇଁ ହେଲେ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାର ଏହି କାମ କରିବା ପାଇଁ ଅନୁମତି ରହିଥିବା ବେଳେ୨୦୧୮/୧୯ରେ ଥିବା ଯନ୍ତ୍ର ଓ ଠିକାଦାର ମିଳତ ରେ ଚତୁରୁ ପାଶ୍ୱ ପାଚେରୀ ଓ ଗେଟ ବନାଇ କଲର ଦେଇ ଶିଶୁ ପାର୍କ ଉଲ୍ଲେଖ କରି ଟଙ୍କା ଚଳୁ କରିନେଲେ I ଯାହା ଦ୍ୱାରା ପାର୍କ ଜାଗାରେ ଜଙ୍ଗଲ ପାଲଟିଛି ଏବଂ ମଦ ବୋତଲ ପଡି ରହିବା ସହ ପାଚେରୀ କି ଲାଗି ଚିକେନ୍ ଦୋକାନ କରି ପାର୍କ ରେ ପଡୁଛି କୁକୁଡ଼ା ପକ୍ଷୀ ଯାହା ପିଲାଙ୍କ ପାଇଁ ସୁସ୍ଥ ସବଳ ଖେଳ କୂଦ ପାଇଁ ଅନୁମତି ଦେଇଥିଲେ I ସରକାର ହେଲେ ତାହା ଅଧା ରହିଛି ବଷ୍ଟାଣ୍ଡ ମଧ୍ୟ ଅଧା ହୋଇ ପଡିଛି ବ୍ଲକ ପ୍ରଶାସନ ର ଅବହେଳା ଓ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଙ୍କ ମାନମୁଖୀ ପାଇଁ ତେଣୁ ତୁରନ୍ତ ନିର୍ବାଚନ ପୂର୍ବରୁ ଖେଳ ପଡିଆ, ଶିଶୁ ପାର୍କ, ବଷ୍ଟାଣ୍ଡ ନିର୍ମାଣ କାମ ସମ୍ପୃନ ନ ହୁଏ ତେବୁ ବୋଡ଼ ଧରଣ ର ଆନ୍ଧଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି I ମୋହନା ଉନୟନ ପରିସ୍ଵଧ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ