ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣା:୧ ମୃତ
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଜଣାଶୁଣା ପଶୁ ୍ଡାକ୍ତର ମାନସ ଦାସଙ୍କ କ୍ଲିନିକରେ ପଶି ଦୁର୍ବୁତ୍ତ ମାନେ ଡାକ୍ତର ମାନସ ଓ କୃର୍ଷ୍ଣ ଚନ୍ଦ୍ର ସାହୁ ଗୁଳିକରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଆହାତ ମାନଙ୍କୁ ଉଦ୍ଧାର କର ପ୍ରଥମେ ଜଟଣି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରବିବାର ଭୂବନେଶ୍ୱର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ କୃଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତର ମାନସ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଏସପି ଅଭିଯୁକ୍ତ ମାନଙ୍କୁ କାବୁ କରିବା ନିମନ୍ତେ ସମସ୍ତ ପଥ ସିଲ୍ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ବଣିଆ ଟାଙ୍ଗି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି । ପୋଲିସ ଛାନଭିନ୍ନ ଆରମ୍ଭ କରିଥିଲେ ମଧ୍ୟ କୈାଣସି କାରଣରୁ ଏହି ଗୁଳିକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।ଅନ୍ୟ ପଟେ କୃର୍ଷ୍ଣଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।


