ଖ୍ରୀଷ୍ଟମାସ ପାଇଁ ମୋହନା ଥାନାରେ ବୈଠକ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଆଉ ଦିନକ ପରେ ଆସୁଛି ଖ୍ରୀଷ୍ଟପ୍ରେମୀଙ୍କ ପବିତ୍ର ପର୍ବ ଖ୍ରୀସମାସ ତଥା ବଡଦିନ ପର୍ବ ଓ ଯାହାକୁ ନେଇ ମୋହନା ତଥା ଆଖ ପାଖ ଅ଼ଞ୍ଚଳ ବେଶ ଚଳଚଞ୍ଚଳ ଓ ବିଶେଷ କରି ମୋହନା ବଜାରରେ ପ୍ରବଳ ଭିଡ ଜମିବାରେ ଲାଗିଛି ଓ ତେବେ ମୋହନାରେ ସଂଖ୍ୟଧିକ ଖ୍ରୀଷ୍ଟିଆନ ମାନେ ବସବାସ କରିଆସୁଥିବା ବେଳେ ଆଗକୁ ଆସୁଥିବା ଗଣ ପର୍ବ କୁ କିଭଳି ଶାନ୍ତି ଶୃଙ୍ଗଳା ସହ ପାଳିବେ ତାହାକୁ ନେଇ ଗଜପତି ଏସପି ସାରା ଶର୍ମା ଙ୍କ ନିର୍ଦ୍ଦେଶରେ ଆଜି ମୋହନା ଥାନା ପରିସରରେ ମୋହନା ଥାନାଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ବାବଧନାରେ ଏକ ଶାନ୍ତି ପୁର୍ଣ୍ଣ ବୌଠକ ଅନୁଷ୍ଠିତ ହୋଇଯାଇଛି ଓ ଆସୁଥି୍ବା ପର୍ବରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଜନସାଧାରଣ କୁ ଅତ୍ୟଧିକ ଶଦ୍ଦ ଯ଼ଥା ଆସତବାଜି, ବାଣ ଫୁଟାଇବାକୁ ବାରଣ କରାଯାଇଛି ଏହା ସହ କୌଣସି ସ୍ଥିତିରେ ମଦ୍ୟପାନ କରି ଅସମାଜିକ ପରିବେଶ ସୃଷ୍ଟି କଲେ ମଧ୍ୟ କୋଠର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସଚେତନା କରାଯାଇଛି ଓ ଏଥିରେ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ବହୁ ବୁଦ୍ଦିଜିବି ଉପସ୍ଥିତ ରହି ସହଯୋଗ କରିଥିଲେ ଓ


