ଗଂଜାମ ଜିଲ୍ଲା ପୁରୁଷ ବକ୍ସିଂ ଦଳର କଟକ ଯାତ୍ରା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ବକିଂ ସଂପାଦକଙ୍କ ଉପସ୍ଥିତିରେ ଚୟନକର୍ତ୍ତା ଅରକ୍ଷିତ ପାଣିଗ୍ରାହି, ଲଡୁ କିଶୋର ସାହୁ, ସୁମନ ଦାସ ,ଜି ବୁଲୁ ପାତ୍ର , ଶିଶିର କୁମାର ପାଣିଗ୍ରାହି ,୯ ଜଣ ବକ୍ସରଙ୍କୁ ଚୟନ କରି ଗଂଜାମ ପୁରୁଷ ବକ୍ସିଂ ଦଳ ଗଠନ କରିଛନ୍ତି । ପୁରୁଷ ବକ୍ସିଂ ଦଳ ମଧ୍ୟରେ ସଂଜୟ କୁମାର ସେଠୀ , ଏନ୍ ମାଧବ ,ମୁନା ଗୈାଡ,ହେନି କୈବର୍ତ୍ତ,ଲିଟୁ ଦାସ ,କିରଣ ନାହାକ,କୃର୍ଷ୍ଣଚନ୍ଦ୍ର ମହାରଣା , ଅଭିଷେକ ବେହେରା ,ଅର୍ଜୁନ ଦାସ ,କୋଚ୍ ବୁଲୁ ପାତ୍ର ,ମ୍ୟାନେଜର ସୁମନ ଦାସ ,ରବିବାର ସଂନ୍ଧ୍ୟା ୭ ଘଣ୍ଟା ସମୟରେ ଯାତ୍ରା କରିଛନ୍ତି ।ଆସନ୍ତା ୨୩ ତାରଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଏଲିଟ୍ ମେନ୍ ବକ୍ସିଂ କମ୍ପିଟେସନରେ ଏହି ଦଳ ଭାଗ ନେବେ । ଗଂଜାମ ଜିଲ୍ଲା ବକ୍ସି ସଂପାଦକ ପ୍ରଭାକର ରାଓ ,ଶିଶିର କୁମାର ପାଣିଗ୍ରାହି,ଓ ଶିବରାମ ପାତ୍ର, ଅଫିସିଆଲି ଦାଇତ୍ୱ ତୁଲାଇବେ ବୋଲି ଗଂଜାମ ଜିଲ୍ଲା ଏଥେଲେଟିକ୍ ଏସୋସିଏସନର ସଂପାଦକ ଶ୍ରୀ ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ