ଗଂଜାମ ଜିଲ୍ଲା ସୋରଡା ରେ ଚାଲିଛି ବେଆଇନ ଇଟାଭାଟି

ଦୀର୍ଘ ବର୍ଷ ହେଲା ଚାଲିଛି ଏହି ବେଆଇନ ଇଟାଭାଟି ଖାସ କରି ସୋରଡ଼ା ବ୍ଲକ ର ଗାଜଲବାଡୀ ରେ ଖୁଦ ସରପଞ୍ଚ ଙ୍କ ପୁଅ ଚଳେଇ ଛନ୍ତି ସେଠି ବେଆଇନ ଇଟାଭାଟି ।କିନ୍ତୁ ପ୍ରଶ୍ନ ଉଠୁଛି କି ଏସବୁ ବେଆଇନ ଭାବେ ଗୁଣ୍ଡା ରାଜ କରୁଥିବା ଇଟା ମାଫିଆ ଙ୍କ ଉପରେ କାହିଁକି ପଡୁନି ଆଜିଯାଏ ପ୍ରଶାସନ ର ଦୃଷ୍ଟି ।ଲକ୍ଷ ଲକ୍ଷ ଟଙ୍କାର ଏଠି ରାଜସ୍ବ କୁ ହରିଲୁଟ କରାଯାଉଛି।କାହିଁକି ରହିଛି ପ୍ରଶାସନ ଚୁପ କଣ ରହିଛି ପ୍ରଶାସନ ର ଦୁର୍ବଳତା। ସାଧାରଣ ଜାଣତରେ ସବୁଠି ଏହି ପ୍ରଶ୍ନ ଉଙ୍କି ମାରୁଛି।ଯଦି ପ୍ରଶାସନ ଏବଂ ପ୍ରଶାସନିକ ଅଧିକାରୀ ନିଜ କାର‌୍ୟ୍ୟ ସୁଚାରୁ ରୁପେ ତୁଲେଇ ଥାନ୍ତେ ତାହେଲେ ଆଜି ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହୋଇନଥାନ୍ତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ