ଗଛରୁ ଖସି ଶିଶୁ କନ୍ୟା ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୃରଭଂଜ ଜିଲ୍ଲାର ଵହଳଦା ଥାନା ଅନ୍ତର୍ଗତ ଅସନା ପଞ୍ଚାୟତର ଚହଲାପଦା ଗ୍ରାମର ସିଦ‌ହେମ୍ବ୍ରମଙ୍କ ୫ବର୍ଷିୟା କନ୍ୟା ଗୁରୁବାର ସକାଳ ୯.୪୫ ପାଖିପାଖି ସମୟରେ କେନ୍ଦୁଗଛରୁ ଖସି ମୃତ ହୋଇଥିବା ଅଭିଯୋଗ ହୋଇଛି । ପିଲାଟି ଖେଳୁ ଖେଳୁ କେନ୍ଦୁଝରରୁ ଚଢ଼ିଯାଇ ଦୁର୍ଘଟଣା ର‌ଶିକାର ହୋଇଥିଲା । ପିଲାଟିକୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ