ଗଜପତିରେ ହେଲମେଟ ବ୍ୟବହାରର ସଚେତନତା ପାଇଁ ବାଇକ ର‌୍ୟାଲି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ହେଲମେଟ ବ୍ୟବହାର ଏବଂ କୋଭିଡ ନିୟମ ମାନିବା ପାଇଁ ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ବାଇକ ର‌୍ୟାଲି କରାଯାଇଛି । ନନ୍ଦିଘୋଷ ଟିଭି ଓ ସକାଳ ଖବରକାଗଜ ତରଫରୁ ଆୟୋଜିତ ଏହି ର‌୍ୟାଲି ଆଜି ପାରଳାଖେମୁଣ୍ଡି ସହରରେ ପରିକ୍ରମା କରିଥିଲା । ପାରଳାଖେମୁଣ୍ଡି ରାଜପ୍ରାସାଦ ସମ୍ମୁଖରେ ବାଇକ ର‌୍ୟାଲିକୁ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ