ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁ୍ଣ୍ଟି ସ୍ଥାପନ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରାରେ ଗଜ ଲକ୍ଷ୍ମୀ ପୂଜାପାଇଁ ସୋମବାର ସଂନ୍ଧ୍ୟାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି ।ପୂଜା କମିଟି ସଭାପତି କାଳୁଚରଣ ପ୍ରଧାନ ,ସଂମ୍ପାଦକ ସୁସାନ୍ତ କୁମାର ବେହେରା, ସୁମନ ମହାରଣା ,ସୁମନ୍ତ ସାମଲ ,ଡାକ୍ତର ବେହେରା, ସନକ ବିଶ୍ୱାଳ, ଜୟଦେବ ରାଉତ , ଗ୍ରାମ ସଭାପତି ମହେଶ୍ୱର ପୋଲାଇ ,ପାଣ୍ଡବ ପ୍ରଧାନ ,ପ୍ରମୁଖ ଉପସ୍ଥିିତିରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଥିବା ବେଳେ ପୁରୋହିତ କୁମୁଦ ଚନ୍ଦ୍ର ମିଶ୍ର ମନ୍ତ୍ର ଧ୍ୱନିରେ ପୂଜାର୍ଚ୍ଚନା କରିଥିଲେ


