ଗଜାନନଙ୍କ ଲଡ଼ୁ ୮୦ ହଜାର ୨୦୦ ଟଙ୍କାରେ ନିଲାମ ହେଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ କୁଡୁଡା ଗ୍ରାମବାସୀଙ୍କ ପକ୍ଷରୁ ଧୂମଧାମରେ ଗଣେଶଙ୍କ ପୂଜା ସମାପିତ ହୋଇଯାଇଛି।ଗଜାନନଙ୍କ ପୂଜା ଆରମ୍ଭ ଦିନ ଠାରୁ ବିସର୍ଜନ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ଆଲୋକମାଳାରେ ଭକ୍ତିପୂତ ଭାବେ ପୂଜାର୍ଚ୍ଚନା ହୋଇଆସୁଥିଲା.ଏହି ପୂଜାରେ ଗଜାନନଙ୍କ ଭୋଗଲାଗି ରଖାଯାଇଥିବା ଲଡୁ ୮୦ହଜାର ୨୦୦ ଟଙ୍କାରେ ନିଲାମ ହୋଇଥିବାର ଜଣାଯାଇଛି.ଗ୍ରାମର ବିଜୟ ସ୍ବାଇଁ ଏହି ଲଡୁ କ୍ରୟ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ