ଗଜାନନ ବେଶରେ ଜଗନ୍ନାଥ

ମୋହନା, (ଅଂଶୁମାନ ପଣ୍ଡା): କରୋନା ଯୋଗୁ ରାଜ୍ୟରେ ସମସ୍ତ ମନ୍ଦିର ଗୁଡ଼ିକ ରେ ଭିଡ଼ ନ କରିବା ପାଇଁ ପ୍ରଶାସନ ନିୟମ ଜାରି କରିଛି ୧୪୪ ଧାର ଲାଗୁ ହୋଇଛି ଏଥିି ମଧ୍ୟରେ ମନ୍ଦିର କମିଟି ପ୍ରଶାସନ ର ନିୟମ କୁ ମାନି ପୋଲିସ୍ ଉପସ୍ଥିତି ରେ ଠାକୁରଙ୍କ ସକାଳ ନୀତି କ୍ରାନ୍ତି ପରେ ଅର୍ଣ୍ଣ ଭଗ ପରେ ଜଗନ୍ନାଥ ଙ୍କୁ ସିଂହାସନ ରୁ ଉଲାହି ସ୍ନାନମଣ୍ଡପରେ ବିଜେ କରା ଯାଇଥିଲା ପଣ୍ଡିତ ଶିବଶଙ୍କର ପଣ୍ଡା ପୂଜା ଅର୍ଚ୍ଚନା ପରେ ପଣ୍ଡା ମାନେ ଦୂରତା ନିଜ ଭିତରେ ରଖି ଜଗନ୍ନାଥ ଙ୍କୁ ଅଭିଷେକ କରିଥିଲେ କ୍ଷୀର ଦହି ଗଙ୍ଗାଜଳ ପଞ୍ଚାଆମ୍ବୃତ୍ ଚନ୍ଦନ ବିଭିନ୍ନ ଜଳ ରେ ସ୍ନାନ କରାଯାଇଥିଲା ପରେ ଗଜାନନ ବେଶରେ ଜଗନ୍ନାଥ ମହାପ୍ରଭୁ ଦର୍ଶନ ଦେଇଥିଲେ ଏଥିରେ ପଣ୍ଡା ମାନେ ଭଳାସାହୁ,ଗଗନପାଳ ପ୍ରମଦରଥ, ବୁଲୁ ରଥ, ଅଂଶୁମାନ ପଣ୍ଡା, ବିନୋଦପଣ୍ଡା, ଗାଁମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ର, ଭିକାରି ବେହେରା, ଅଶକ ବେହେରା ଉପସ୍ଥିତି ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ