ଗଞ୍ଜ।ମ ଜିଲ। ପ୍ରଶ।ସନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସ।ପତ୍ର

ଛତ୍ରପୁର-ର।ଜ୍ୟରେ ଫନୀ ବ।ତ୍ୟ। ବିପନ୍ନଙ୍କୁ ବିଭିନ୍ନ ସହ।ୟତ। ଯୋଗ।ଇଥିବ।ରୁ ଗଞ୍ଜ।ମ ଜିଲ। ପ୍ରଶ।ସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକଙ୍କଠ।ରୁ ପ୍ରଂଶସ।ପତ୍ର ମିଳିଛି। ପୁରୀ ଜିଲ।ର ବ।ତ୍ୟ। ବିପନ୍ନଙ୍କୁ ରିଲିଫ ବଣ୍ଟନଠ।ରୁ ଆରମ୍ଭ କରି ସେଠ।ରେ ଚ।ଲିଥିବ। ବିଭିନ୍ନ ପୁନରୁଦ୍ଧ।ର କ।ର୍ଯ୍ୟରେ ଗଞ୍ଜ।ମ ଜିଲ। ପ୍ରଶ।ସନ ସହ।ୟତ। କରିଆସୁଛି। ବର୍ତ୍ତମ।ନ ସୁଦ୍ଧ। ସରକ।ରୀ ଅଧିକ।ରୀ ଓ କର୍ମଚ।ରୀ ଦେଇଥିବ। ସହ।ୟତ। ର।ଶି ବ।ବଦରେ ଗଂଜ।ମ ଜିଲ।ପ୍ରଶ।ସନ ପକ୍ଷରୁ ଦୁଇଟି ପର୍ଯ୍ୟ।ୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭୧ ଲକ୍ଷ ଟଙ୍କ।ର ଚେକ୍‌ ପ୍ରଦ।ନ କର।ଯ।ଇଥିବ। ଜିଲ।ପ।ଳ ବିଜୟ ଅମୃତ। କୁଲ।ଙ୍ଗେ ସୂଚନ। ଦେଇଛନ୍ତି। ପ୍ରଥମ ପର୍ଯ୍ୟ।ୟରେ ୩୨ଲକ୍ଷ ଟଙ୍କ।ର ଚେକ୍‌ ଅତିରିିକ୍ତ ଜିଲ।ପ।ଳ ଲକ୍ଷ୍ମୀକ।ନ୍ତ ସେଠୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦ।ନ କରିଥିଲେ। ସେହିପରି ମଙ୍ଗଳବ।ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୩୯ ଲକ୍ଷ ଟଙ୍କ।ର ଚେକ୍‌ ଗଞ୍ଜ।ମ ଜିଲ। ପ୍ରଶ।ସନ ପକ୍ଷରୁ ଜିଲ। ଗ୍ର।ମ୍ୟ ଉନ୍ନୟନ ସଂସ୍ଥ।ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସ।ହୁ ଓ ଜିଲ। ସହର।ଞ୍ଚଳ ଉନ୍ନୟନ ସଂସ୍ଥ।ର ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସ।ଚୀ ହୋତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକଙ୍କୁ ପ୍ରଦ।ନ କରିଥିଲେ। ବର୍ତ୍ତମ।ନ ସୁଦ୍ଧ। ଗଞ୍ଜ।ମ ଜିଲ। ପ୍ରଶ।ସନ ପକ୍ଷରୁ ପୁରୀ ଜିଲ।କୁ ୧୭ଟି ଟ୍ରକ୍‌ରେ ରିଲିଫ୍‌ ପଠ।ଗଲ।ଣି। ୫୦ ହଜ।ର ଛତୁଆ ପ୍ୟ।କେଟ୍‌ ପୁରୀ ଜିଲ।ର ଅଙ୍ଗନୱ।ଡି କେନ୍ଦ୍ରକୁ ପଠ।ଯ।ଇଛି। ସ୍ବ।ସ୍ଥ୍ୟ ବିଭ।ଗର ଟିମ୍‌ ପୁରୀ ଜିଲ।ର ବିଭିନ୍ନ ସ୍ଥ।ନରେ ରହି ବିପନ୍ନଙ୍କୁ ସହ।ୟତ। ଯୋଗ।ଉଥିବ।ରୁ ଉକ୍ତ ଟିମ୍‌କୁ ଜିଲ।ପ।ଳ କୁଲ।ଙ୍ଗେ ପ୍ରଶଂସ। କରିଛନ୍ତି। ସ।ଉଥକୋର ଟିମ୍‌, ର।ସ୍ତ। ଓ କୋଠ।ବ।ଡି ବିଭ।ଗର ଟିମ୍‌ ଓ ଗ୍ର।ମ୍ୟ ଜଳଯୋଗ।ଣ ବିଭ।ଗର ଟିମ୍‌ ପୁରୀ ଜିଲ।ରେ ରହି ବିଭିନ୍ନ ସ୍ଥ।ନରେ ପୁନୁରୁଦ୍ଧ।ର କ।ମରେ ଲ।ଗିଛନ୍ତି। ପୁରୀ ସହରରେ ସଫେଇ କ।ର୍ଯ୍ୟରେ ବିଏମସି କର୍ମଚ।ରୀ ନିୟୋଜିତ ହୋଇଛନ୍ତି। ୨ ଆଇଏଏସ ଅଫିସର ତଥ। ଡିଆରଡିଏ ପିଡି ଇଂ ସିିର୍ଦ୍ଧ।ର୍ଥ ଶଙ୍କର ସ୍ବ।ଇଁ ଓ ବ୍ରହ୍ମପୁର ମହ।ନଗର ନିଗମର କମିଶନର ଚକ୍ରବର୍ତୀ ସିଂ ର।ଠୋର ପୁରୀ ଜିଲ।ରେ ରହି ପୁନରୁଦ୍ଧ।ର କ।ର୍ଯ୍ୟ ଓ ରିଲିଫ୍‌ ବଣ୍ଟନର ମନିଟରିଂ କରିଛନ୍ତି। ଜନସ।ଧ।ରଣ ଓ ଘରୋଇ ସଂସ୍ଥ। ମଧ୍ୟ ବ।ତ୍ୟ। ବିପନ୍ନଙ୍କ ପ।ଇଁ ସହ।ୟତ। ଦେବ।କୁ ଜିଲ।ପ।ଳ ଗଣମ।ଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ