ଗଞ୍ଜମ ଥ।ନ। ପକ୍ଷରୁ ସଡକ ସୁରକ୍ଷ। ଓ ଟ୍ର।ଫିକ ସଚେତନତ।
ଗଞ୍ଜ।ମ- ଗଞ୍ଜ।ମ ଥ।ନ ପକ୍ଷରୁ ,୩୧ତମ ଜ।ତୀୟ ସଡକ ସୁରକ୍ଷ। ସପ୍ତ।ହ ପ।ଳନ ଅବସରରେ ଏକ ସଚେତନତ। ର।ଲି ଓ ସଭ। ଅନୁଷ୍ଠିତ ହୋଇଯ।ଇଛି । ଗଞ୍ଜ।ମ ଥ।ନ। ଅଧିକ।ରୀ ଦିଲ୍ଲୀପ କୁମ।ର ସ।ହୁ ଙ୍କ ତତ୍ୱ।ବଧ।ନ ଓ ସଂଯୋଜନ।ରେ ଏହି ସଚେତନତ। ସଭ।ରେ ଗଞ୍ଜ।ମ ତହସିଲଦ।ର ଅବନୀ କୁମ।ର ସ।ହୁ ଯୋଗଦେଇ ନିଜେ ସଚେତନତ। ନ ହୋଇ ଅନ୍ୟକୁ ସଚେତନତ। କଲେ କିଛି ଲ।ଭ ନ।ହିଁ ବୋଲି କହିଥିଲେ । ଆମେ ନିଜ ପ।ଇଁ ବଞ୍ଚୁନେ, ପରିବ।ର ଆମ ଉପରେ ନିର୍ଭର ଶୀଳ ଅଟେ । ତେଣୁ ହେଲେମେଟ ପିନ୍ଧିବ।ର ଆବଶ୍ୟକତ। ଉପରେ ଆଲୋକପ।ତ କରିବ।ସହ ଛୋଟ ପିଲ।ଙ୍କୁ ଗ।ଡି ଆଗରେ ନବସ।ଇବ। ପ।ଇଁ ଅନୁରୋଧ କରିଥିଲେ । ଆମେ ନିଜେ ସୁରକ୍ଷିତ ନହେଲେ ଆମକୁ କିଏ ସୁରକ୍ଷିତ କରିପ।ରିବେନି ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ଅନ୍ୟତମ ଅତିଥି ରୂପେ ଛତ୍ରପୁର ଏସ.ଡି.ପି.ଓ – ଗୌତମ କିଷ।ନ ଯୋଗ। ଦେଇ ଦୁର୍ଘଟଣ। ଘଟିଲେ ଆମର ଆର୍ଥିକ , ମ।ନସିକ, ଓ ଶ।ରିରିକ ଭ।ବେ କ୍ଷତି ଘଟିଥ।ଏ । ଟିକିଏ ସ।ବଧ।ନତ। ଅବଲମ୍ବନ କଲେ ଦୁର୍ଘଟଣ। ରୋକ।ଯ।ଇପ।ରିବ । ଏଥିପ।ଇଁ ସଚେତନତ। ର ଆବଶ୍ୟକ । ପ୍ରଥମେ ନିଜେ ସଚେତନତ। ହୋଇ ନିଜ ପରିବ।ର ଓ ନିଜ ଲୋକଙ୍କୁ ସଚେତନତ। କରିବ।କୁ କହିଥିଲେ । ଅନ୍ୟତମ ଅତିଥି ରୂପେ ଗଞ୍ଜ।ମ ବିଇଓ ସୁବସ ଚନ୍ଦ୍ର ଘଡେଇ, ଗଞ୍ଜ।ମ ମହ।ବିଦ୍ୟ।ଳୟ ର ଅଧ୍ୟ।ପକ ଦୂର୍ଗ। ପ୍ରସ।ଦ ଦ।ଶ , ଗଞ୍ଜ।ମ ù_୍ରୁର।ଞ୍ଚଳ ବରିଷ୍ଠ ନ।ଗରିକ ପରିଷଦ ସଭ।ପତି ଲିଙ୍ଗର।ଜ ପଟ୍ଟନ।ୟକ ଯୋଗଦେଇ ଦୁର୍ଘଟଣ। କୁ ରୋକିବ। ପ।ଇଁ ଟ୍ର।ଫିକ ନିୟମ ପ।ଳନ ଉପରେ ଆଲୋକ ପ।ତ କରିଥିଲେ । ଗଞ୍ଜ।ମ ଆଇ.ଆଇ.ସି ଦିଲ୍ଲୀପ କୁମ।ର ସ।ହୁ ଜୀବନର ମୂଲ୍ୟବ।ନ ସମ୍ପର୍କ ନେଇ ସଚେତନତ। କର।ନ୍ତୁ । ପରିବ।ର ଜଣଙ୍କର ମୃତ୍ୟୁଘଟିଲେ ସ।ର।ପରିବ।ର ଉପରେ କିପରି ପ୍ରବ।ହିତ କରିଥ।ଏ ତ।ହ। ସମସ୍ତ ଙ୍କୁ ବୁଝିବ। ଦରକ।ର ବୋଲି କହିଥିଲେ । ଅଜଣ। ଗ।ଡି ଧକ୍କ। ରେ ମୃତ୍ୟୁବରଣ କଲେ ଦୁଇଲକ୍ଷ ଟଙ୍କ।, ଓ ଗୁରୁତର ଆହତ ହେଲେ ପଚ।ଶ ହଜ।ର ଟଙ୍କ। ସରକ।ରଙ୍କ ପକ୍ଷରୁ ପ୍ରଦ।ନ କର।ଯିବ। ସହ ଦୁର୍ଘଟଣ। ଗ୍ରସ୍ତ ଆହତ ଙ୍କୁ ସ।ହ।ଯ୍ୟ କଲେ ସରକ।ର ଙ୍କ ତରଫରୁ ପୁରସ୍କ।ର ପ୍ରଦ।ନ କର।ଯ।ଉଥିବ। କହିଥିଲେ । ଶେଷରେ ବରିଷ୍ଠ ନ।ଗରିକ ପରିଷଦ ର ଉପସଭ।ପତି ରବୀନ୍ଦ୍ର କୁମ।ର ପଣ୍ଡ। ଧନ୍ୟବ।ଦ ଅର୍ପଣ କରିଥିଲେ ।ଏହି ଅବସରରେ ସ।ନବଜ।ର ଛକ ଠ।ରୁ ଏକ ସଚେତନତ। ର।ଲି ବ।ହ।ରି ଲୋକଙ୍କୁ ବ।ଇକ ଚଲ।ଇବ। ବେଳେ ହେଲମେଟ ପିନ୍ଧିବ।, ଗ।ଡି ଚଳ।ଇବ। ବେଳେ ସିଲଟ୍ ବେଲଟ୍ ପିନ୍ଧିବ। ଓ ମୋବ।ଇଲ ଫୋନବ୍ୟବହ।ର ନ କରିବ। , ଟ୍ରିପଲ ର।ଇଡିଂ ନକରିବ। , ମଦ୍ୟପ।ନ କରି ଗ।ଡି ନ ଚଳ।ଇବ। କୁ ଲୋକଙ୍କୁ ସଚେତନତ। କର।ଯ।ଇଥିଲ। । ଏଥିରେ ବରିଷ୍ଠ ନ।ଗରିକ ପରିଷଦ ର ସମ୍ପ।ଦକ ଗୌରୀଶଙ୍କର ପ।ଢ଼ୀ, ତ୍ରିନ।ଥ ପ।ଣିଗ୍ର।ହୀ, ଅଧ୍ୟ।ପକ ଗିରିଷ କୁମ।ର ଆଚ।ର୍ଯ୍ୟ, ବିନୋଦ ଚନ୍ଦ୍ର ମହ।ପ।ତ୍ର , ଯୁଧିଷ୍ଠିର ରେଡି, ର।ମକୃଷ୍ଣ ଆଚ।ର୍ଯ୍ୟ , ବ୍ରଜକିଶୋର ପ।ଣିଗ୍ର।ହି,ବୃନ୍ଦ।ବନ ପଣ୍ଡ।, ଦୁର୍ଯ୍ୟୋଧନ ରେଡି, ପତିତ ପ।ବନ ମହ।ପ।ତ୍ର, ଆରୀକ୍ଷିତ ମହ।ଙ୍ଗୁଡ଼, ଝଡ଼ିଆ ଦଳେଇ, ଅଭି ପଲେଇ , ପୁର୍ବତନ ସାଂସଦଙ୍କ ପ୍ରତିନିଧି ସୁଧିର ପ।ଢ଼ୀ, , ପୁର୍ବତନ କ।ଉନସିଲର ଦୁର୍ଗ। ମ।ଧବ ପ।ଣିଗ୍ର।ହୀ, ଅପୂର୍ବ ର ସଭ।ପତି ପ୍ରଭ।ତ ସ।ହୁ ପ୍ରମୁଖ ଙ୍କ ସମେତ ଗଞ୍ଜ।ମ କଲେଜ ଏନ. ସି ସି ୟୁନିଟ, ଅଟୋଚ।ଳକ ସଂଘ,ବିଭିନ୍ନ ବିଦ୍ୟ।ଳୟ ର ବିଦ୍ୟ।ର୍ଥୀ ମ।ନେ ସ।ମିଲ ହୋଇଥିଲେ । ଏହ।କୁ ଗଞ୍ଜ।ମ ଥ।ନ।ର ସେକେଣ୍ଡ ଅଫିସର ଏନ.କର, ଏ.ଏସ.ଆଇ ତ୍ରିନ।ଥ ପଟ୍ଟନ।ୟକ, ବି.କେ.ପଟ୍ଟନ।ୟକ , ହ।ବିଲଦ।ର ଅଭିମନ୍ୟୁ ବେହେର।, କନେଷ୍ଟବଳ ନବବେହେର।, ଏନ.ନ।ର।ୟଣ ଦ।ଶ , ସୋମନ।ଥ ବେହେର। ପ୍ରମୁଖ ପରିଚ।ଳନ। କରିଥିଲେ ।


