ଗଞ୍ଜାମରୁ ବାହାରକୁ ଯିବାକୁ ଚାହୁଁଥିଲେ, କେବଳ ଏହି ମାନଙ୍କୁ ମିଳିବ ପାସ

ଛତ୍ରପୁର, (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲାରୁ ବାହାରକୁ ଯିବା ପାଇଁ ପାଶ ବ୍ୟବସ୍ଥା ହୋଇଛି। ତେବେ କେବଳ ସ୍ବାସ୍ଥ୍ୟ ଓ ଜରୁରୀ ସରକାରୀ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ଦେଖାଇଲେ ବାହାର ରାଜ୍ୟକୁ ଛଡ଼ାଯିବ। ଏଥିପାଇଁ ଆବେଦନ କରିବାକୁ ପଡିବ । ସମ୍ପୃକ୍ତ ଅଞ୍ଚଳର ଉପଜିଲାପାଳ ତଥା ସବଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ପାଶ ଇସ୍ୟୁ କରିବେ। ବୁଧବାର ଏସମ୍ପର୍କରେ ଟୁଇଟ କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ