ଗଞ୍ଜାମ ଏସପିଙ୍କ ଛତ୍ରପୁର ଆଦର୍ଶ ଥାନା ପରିଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ  ଗୁରୁବାର ସନ୍ଧ୍ୟା ରେ ଛତ୍ରପୁର ଆଦର୍ଶ ଥାନା ପରିଦର୍ଶନ କରିଛନ୍ତି। ଛତ୍ରପୁର ଥାନା ପରିସରରେ ଭିତିଭୂମି ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହା ସହ ଏସପି ଥାନା ର ବିଭିନ୍ନ କକ୍ଷ ବୁଲି ଆବଶ୍ୟକ ଥିବା କାର୍ଯ୍ୟ  ସମ୍ପର୍କ ରେ ସେ ଆଲୋଚନା କରିଥିଲେ । ପରିଦର୍ଶନ ବେଳେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ସେକେଣ୍ଡ ଅଫିସର ସତ୍ୟଜିତ ବେଣିଆ, ବିଶ୍ଵମ୍ବର କଅଁର ଓ ସିଲୁ ଧଳଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ