ଇଡିର ନିରବ ମୋଦି ବିରୋଦ୍ଧରେ ଅଭିଯୋଗ ପତ୍ର

ସୋମବାର ଦିନ ନିରବ ମୋଦି ବିରୋଦ୍ଧରେ ପ୍ରବତ୍ତନ ନିର୍ଦ୍ଦେଶଳାୟ ( ଇଡି ) ସାନି ଅଭିଯୋଗ ପତ୍ର ଦାୟର କରିଛି । ହୀରା ବ୍ୟବସାୟୀ ନିରବ ମୋଦି କଳାଧନ ନିବାରଣ ଆଇନ ଅଧିନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ବିରୋଦ୍ଧରେ ଅଭିଯୋଗ ମାମଲା ଦାୟର ହୋଇଛି । ମୁମ୍ବାଇସ୍ଥିତ କଳାଧନ ଅଦାଲତରେ ଅଭିଯୋଗ ପତ୍ର ଦାଖଲ କରିଛି ଇଡି । ଆମେରିକା ସ୍ୱରାଷ୍ଟ ସଚିବ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ହୀରା ବ୍ୟବସାୟୀ ନିରବ ମୋଦି ଙ୍କୁ ଭାରତ ପ୍ରତ୍ୟାପ୍ରଣ ପାଇଁ କୋର୍ଟକୁ ପଠାଇଛନ୍ତି ଚିଠି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ