ଗଞ୍ଜାମ ଜିଲ୍ଲାପାଳ ଙ୍କ ସାନଖେମୁଣ୍ଡି ଗ୍ରସ୍ତ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ସାନଖେମୁଣ୍ଡି ବ୍ଲକ୍ ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହ ମୋ ସ୍କୁଲ୍ ଅଭିଯାନ କୁ ସଫଳ ରୂପାୟନ ପାଇଁ ଗୁରୁତ୍ୱାରୋପ କରିଛନ୍ତି l ସାନଖେମୁଣ୍ଡି ବ୍ଲକ୍ ରେ ୨୬ ଟି ହାଇସ୍କୁଲ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ୭ ଟି ସ୍ମାର୍ଟ ସ୍କୁଲ ନିର୍ମାଣ ହୋଇସାରିଥିବା ବେଳେ ବର୍ତ୍ତମାନ୍ ୧୭ ଟି ବିଦ୍ୟାଳୟ ଚିହ୍ନଟ କରାଯାଇ ସ୍ମାର୍ଟ ନିର୍ମାଣ ଚାଲିଥିବା ବେଳେ ବିଦ୍ୟାଳୟ ର ରୂପାନ୍ତି କରଣ କାର୍ଯ୍ୟକ୍ରମ ରେ ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ ରୁମ୍, ଶୌଚାଳୟ, ପରିଶ୍ରାଗର ନିର୍ମାଣ ଭାବେ ଚାଲିଥିବା ବେଳେ ଏକ ମାସ ମଧ୍ୟରେ କର୍ଯ୍ୟ ସରିବା ପାଇଁ ଜିଲ୍ଲାପାଳ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସରପଞ୍ଚ ଙ୍କୁ କହିଛନ୍ତି l ବ୍ଲକ୍ ର ପାଟପୁର, ଡେଙ୍ଗାଡି, ଦୟନିଧିପୂର୍, ରାଧଦେଇପୂର୍ , ଖାଲି ଙ୍ଗି, ହାଇସ୍କୁଲ ବୁଲି ଦେଖିଛନ୍ତି l ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ବ୍ଲକ୍ ସହକାରୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ଏବଂ ସ୍ଥାନୀୟ ସରପଞ୍ଚ ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ