ଗଞ୍ଜାମ ବ୍ଲକରେ କୃଷିରଥର ପରିକ୍ରମାର ଶୁଭାରମ୍ଭ କଲେ ବିଧାୟକ
ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ସହର ସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ବ୍ଲକ ର ବିଭିନ୍ନ ଗ୍ରାମ ଗୁଡିକରେ କୃଷି ସମ୍ପର୍କୀୟ ସଚେତନତା ନେଇ କୃଷିରଥର ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ସହ କୃଷି ଅଧିକାରୀ ବିଦୁର ସେଠ ମାଝୀ, ବ୍ଲକ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ସାହୁ, ଅଜିତ କୁମାର ମଲ୍ଲିକ, ଆତ୍ମର ନିର୍ଦେଶକ ଚନ୍ଦ୍ର ଶେଖର ନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ରଙ୍କନିଧି ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିଲେ l