ଗଞ୍ଜାମ ବ୍ଲକ ର ଚାରଟି ଉତ୍ପାଦକ ସଙ୍ଘ ବିକ୍ରି କରୁଛନ୍ତି ପନିପରିବା ଓ ରାସନ ସାମଗ୍ରୀ
ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜମ ବ୍ଲକ ର ଓଡିଶା ଜୀବିକା ମିଶନ ଅଧିନସ୍ଥ ଚାରଟି ଉତ୍ପାଦକ ସଂଘ ବିକ୍ରି କରୁଛନ୍ତି ପନିପରିବା ଓ ରାସନ ସାମଗ୍ରୀ ।ଝାରେଡି ମାତୃଶକ୍ତି, ସନରାମଚନ୍ଦ୍ର ପୁର ର ବାବା ଲଙ୍ଗଳେଶ୍ବର, କାଇଞ୍ଚପୁର ର ସନ୍ତୋସି ମହିଳା, ବ୍ରହ୍ମପୁର ଓ ଗଞ୍ଜାମ ଏନଏସି ର ବିଭିନ ଅଞ୍ଚଳକୁ ଯାଇ ଘରେ ଘରେ ପନିପରିବା, ଓ ରାସନ ସାମଗ୍ରୀ ବିକ୍ରି କରୁଛନ୍ତି । ପ୍ରଶାସନ ତରଫରୁ ସେମାନଙ୍କୁ ତିରିଶ ତାରିଖ ପର୍ଯ୍ୟନ୍ତ ତଥା ଲକଡାଉନ ଅବଧି ଶେଷ ହେବା ପର୍ଯ୍ୟନ୍ତ ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି