ଗଞ୍ଜାମ ବ୍ଲକ ସମ୍ମନିତ ଶିଶୁବିକାଶ ଯୋଜନା ବିଭାଗ ତରଫରୁ ମାସ୍କ ବଣ୍ଟନ

ଗଞ୍ଜମ (ୱାଇଏନ୍‌ଏସ୍‌): ଗଞ୍ଜାମ ବ୍ଳକ ସମ୍ମନିତ ଶିଶୁ ବିକାଶ ଯୋଜନା ବିଭଗ ତରଫରୁ ୧୫ ଟି ପଞ୍ଚାୟତ ରେ ମାସ୍କ ବଣ୍ଟନ କରାଯାଇଛି । ସିଡିପିଓ ସଲିଳ ପ୍ରଧାନ ଙ୍କ ତ୍ୱତାବଧାନରେ ସମସ୍ତ ଅଙ୍ଗନାବାଡ଼ି, ସହାୟିକା, ଓ ଅସାହୟ, ନିରାଶ୍ରୟ, ଅଭାବି, ଏବଂ ସରକାର ଙ୍କ ତରଫରୁ ମାଗଣାରେ ବଣ୍ଟନ କରାଯାଉଥିବା ଖାଦ୍ୟ ଦାଇତ୍ଵ ରେ ଗ୍ରାମ ପଂଚୟତ ସ୍ତରୀୟ କର୍ମକର୍ତ୍ତା ଙ୍କୁ ମାସ୍କ ବଣ୍ଟନ କରାଯାଇଇଥିଲା । ଓଡ଼ିଶା ଜୀବିକା ମିଶନ ର ବିପିଏମ ଜଳନ୍ଧର ମହାରଣା, ମିଶନ ଶକ୍ତି ର ବ୍ଲକ ପ୍ରକଳ୍ପ ସଂଯୋଜକ ଚନ୍ଦନ କୁମାର ପାଢୀ ଉପସ୍ଥିତଥିବାବେଳେ ସୁପେର୍ଭିସର ଭରତୀ ବ୍ରହ୍ମା , ରାଜେଶ୍ୱରୀ ବେହେରା , ସୁମିତା ଦାସ , କଲାବତୀ ବ୍ରହେରା ବିଭିନ୍ନ ପଂଚୟତରେ ବଂଟନର ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ