ଗଞ୍ଜାମ ଵିଜ୍ଞାପିତ ଅଂଚଳ ପରିଷଦରେ ଶ୍ରୀ ଶ୍ରୀ ଶ୍ରୀ ଗଣେଶ ରଥଙ୍କୁ ଗୁଡିଆ ସମାଜ ତରଫରୁ ସମ୍ବର୍ଦ୍ଧନା
ଗଂଜାମ, (ବିନୋଦ ପଲାଇ):ନିଖିଳ ଉତ୍କଳ ମଧୁବୈଶ୍ୟ ଗୁଡିଆ ସମାଜ ତେରସ୍ତାନ ତାଲୁକା ଗଞ୍ଜାମ ଜିଲ୍ଲା ସ୍ଥରିଅ ମଧୁବୈଶ୍ୟ ଶ୍ରୀ ଶ୍ରୀ ଗଣେଶ ରଥ ଜିଲ୍ଲା ପରିକ୍ରମା ସମୟରେ ଗଞ୍ଜାମ ଏନ . ଏ .ସି ସ୍ଥିତ ତେରସ୍ତାନ ତାଲୁକାର ଗୁଡିଆ ଜାତି ଭାଇ ମାନେ ଶ୍ରୀ ଶ୍ରୀ ଗଣେଶ ରଥଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ଜିଲ୍ଲା କର୍ମକର୍ତ୍ତା ଶ୍ରୀ ରାଜେନ୍ଦ୍ର ସାହୁ ଓ ଅରକ୍ଷିତ ସାହୁଙ୍କୁ ତେରସ୍ତାନ ତାଲୁକା ସଭାପତି ଙ୍କ ଓଡ଼ିଆ ଢାମଣା ସାହି ସ୍ଥିତମଦୀଅ ବାସଭବନରେ ସଂମାନିତ କରିଥିଲେ । ଗୁଡିଆ ସମାଜର ଶ୍ରୀ ଶ୍ରୀ ମା ତାରାତାରିଣୀ ସ୍ଥିତ କଲ୍ୟାଣି ମଣ୍ଡପ ପ୍ରତିଷ୍ଠା ଉତ୍ସବ ଆସନ୍ତା ୯.୧୨.୨୦୨୨ ଠାରୁ ୧୧.୧୨.୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହବାକୁ ଯାଉଥିବା କାର୍ଯ୍ୟକ୍ରମ ରେ ଶ୍ରୀ ଶ୍ରୀ ଗଣେଶଙ୍କ ରଥ ପ୍ରଚାର ଉଦ୍ଦେଶ୍ୟରେ ଜିଲ୍ଲା ପରିକ୍ରମା କରିଥିଲା ।ତେରାସ୍ତାନ ତାଲୁକାର ସଭାପତି ତଥା କୁଳ ବେହେରା ଶ୍ରୀ ଗୋବର୍ଦ୍ଧନ ସାହୁ ,,ଉପସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ,,ସମ୍ପାଦକ ଅଜୟ କୁମାର ସାସମାଲ ,,କୋଷାଧ୍ୟକ୍ଷ ବିଜୟ କୁମାର ସାହୁ,,,ସହ ସମ୍ପାଦକ ସନ୍ତୋଷ କୁମାର ସାହୁ,,,ଆଇନ ପରାମର୍ଶଦାତା ଜୟ କୃଷ୍ଣ ସାସମାଲ,,ଓ ସହ କର୍ମକର୍ତ୍ତା ଜୟରାମ ସାହୁ,,ବୈରୀ ରଞ୍ଜନ ସାହୁ,,,ପ୍ରଦୀପ କୁମାର ସାସମାଲ,,ସୁଦର୍ଶନ ସାହୁ,,,ବିନାୟକ ସାହୁ,,,ଦେବେନ୍ଦ୍ର ସାହୁ,,ଦିଲ୍ଲୀପ କୁମାର ସାହୁ ଏବଂ ତେରସ୍ତନ ତାଲୁକାର ସମସ୍ତ ସଭ୍ୟ ଓ ସଭ୍ୟା ବୃନ୍ଦ ଓ ସ୍ବେଚ୍ଛାସେବୀ ଗଣେଶ କୁମାର ସାହୁ,,କାଁହୁ ସାହୁ,,,ପ୍ରଦୋଷ କୁମାର ସାହୁ,,ରୁଦ୍ର ପ୍ରସାଦ ସାହୁ ସମସ୍ତେ ଉପସ୍ଥିତ ରହି ଶ୍ରୀ ଶ୍ରୀ ଗଣେଶ ରଥଙ୍କୁ ସମ୍ବର୍ଦ୍ଧନା ଜଣେଇଥିଲେ ।