ଗଞ୍ଜେଇ ଜବତ ,୨ଗିରଫ

କୁକୁଡାଖଣ୍ଡି: ଅବକାରୀ ବିଭାଗର କାମକରୁଛି ପୋଲିସ ଲାଭରେ ଅବକାରୀ ବିଭାଗ ରହଥିବା ବେଳେ କ୍ଷତିରେ ଥିବା ପୁଲିସ ଲାଭରେ ରହିବାକୁ ଚେଷ୍ଟା କରୁଥିବା ଚଚା ହେଉଛି। ଦିନଦିପହରରେ ଗଞେଇ ଚୋରାଚାଲାଣ ଅଭିଯୋଗରେ ସଦରଥାନା ପୁଲିସ ୨ ଚାଲାଣକାରୀ କୁ ଅଟକ ରଖିଛିି ଏବଂ ସେମାନକଂ ନିକଟରୁ ୬୩ କେଜି୭୦୦ ଗ୍ରାମ ଗଞେଇ ଜବତ କରିବା ସହ ଏକ ଇଣ୍ଡିକା କାର କୁ ଜବତ କରିଛି।ସଦରଥାନା ଏସଆଇ ବିଭୂତି ସେଠୀ,ଏଏସଆଇ ବାସନ୍ତୀ ବେହେରା,କନେଷ୍ଟବଲ ରାଜେନ୍ଦ୍ର ସେଠୀ,ଦେବେନ୍ଦ୍ର ଦାସ ସହ ଜଗଦଳପୁର ନିକଟରେ ଜାତୀୟ ରାଜପଥ ଉପରେ ଚେକିଂ କରୁଥିବା ବେଳେ ଏକ ଇଣ୍ଡିଗୋ କାର ବ୍ରହ୍ମପୁର ରୁ ଜଗଦଳପୁର କୁ ଯାଉଥିବା ବେଳେ ପୁଲିସ କୁ ଦେଖି ଦୃତ ଗତିରେ ଯିବାକୁ ଲାଗିଲା ଏସଆଇ ସନ୍ଦେହ କରି ଗାଡିକୁ ଗୋଡାଇ ଧରିଥିଲେ ଏବଂ ଗାଡିକୁ ଯାଞ କରିବା ସମୟରେ ଗଞେଇବସ୍ତା ଥିବା ଦେଖିଥିଲେ।ଅଧିକ ପଚରାଉଚୁରା ରୁ ସେମାନେ ପଦ୍ମପୁରରୁ ଭଞନଗର ଦେଇ ଭୂବନେଶ୍ବରକୁ ଚାଲାଣ ପାଇଁ ଯୋଜନା କରିଥିବା ପୁଲିସ ନିକଟରେ ପ୍ରକାଶ କରିଥିଲେ।ଗିରଫ ଦ୍ବୟ ରାୟଗଡା ପଦ୍ମପୁର ଅଞଳର ଗାଡି ମାଲିିକ ରାଜୁ କୁମାର ଶବର(୩୫), ଡ୍ରାଇଭର ଧ୍ୟାନଚାନ୍ଦ ନାୟକ (୨୮),ସେମାନକଂ ନିକଟରୁ ୬୩କେଜି୭୧୨ଗ୍ରାମ ଗଞେଇ ସହ ସେମାନକଂ ନିକଟରୁ ଇଣ୍ଡିଗୋ କାର ଓଡି୦୦୫ଭି. ୬୪୩୬ କୁ ତହସିଲ ଦାର ସୁବାଶ ଚନ୍ଦ୍ର ରଇତକଂ ଉପସ୍ଥିତିରେେ ଜବତ କରିଛି।ଉଭୟକୁଂ ଶନିବାର କୋଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।ଏନେଇ ଥାନରେ ୨୧୭/୧୯ ରେ ଏକ ମାମଲା ରୁଜୁ ହୋଇଛି। ସବୁଦିନ ଚାଲାଣ ହେଉଛି ଗଞେଇ ସବୁଜାଣି ସମସ୍ତେ ନିରବଦ୍ରଷ୍ଟା ଷତିରେ ଥିଲେ ଧରପଗଡ ନହେଲେ ଖୁଲମଖୁଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ