ଗଞ୍ଜେଇ ସହ ବାଇକ ଜବତ:ଜଣେ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ପୋଲିସ ଗଡ଼ପଦର ଛକରେ ଥିବା ନାକାପୋଷ୍ଟରେ ସନ୍ଧ୍ୟା କାଳୀନ ଚେକିଂ କରୁଥିବା ସମୟରେ ଏକ ବାଇକ(ଏପି ୩୧ ବିଡି ୦୨୦୩)ରେ ୫ କେଜି ଗଞ୍ଜେଇ ଧରି ଯାଉଥିବା ଫତେଗଡ଼ ଥାନା ଅଞ୍ଚଳର ରମେଶ ଚନ୍ଦ୍ର ନାୟକଙ୍କୁ ଧରି କେଶ ନଂ ୪୮/୨୦ ରେ ଏକ ମକଦ୍ଦମା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧିକାରୀ ରମାକାନ୍ତ ପାତ୍ର ପ୍ରକାଶ କରିଛନ୍ତି l ଏହାର ତଦନ୍ତ ଭାର ସବଇନସ୍ପକ୍ଟର ଉଦ୍ଧବ କୁମାର ଜାନୀ ଗ୍ରହଣ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ