ଗଡଚଣ୍ଡୀରେ ଆନନ୍ଦପୁର ପେସ କ୍ଲବ ବୈଠକ
ହାଟଡିହି, ,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠ ଠାରେ ଆନନ୍ଦପୁର ପ୍ରେସ କ୍ଲବର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଗୋପାଳକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ପ୍ରେସକ୍ଲବର ଏକ ନିଜସ୍ୱ ଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାପାଇଁ ଘୋଷଣା କରିଥିଲେ । ସେହିପରି ସଂଘର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ଏଥିରେ ସଂଘର ସମ୍ପାଦକ ସନ୍ତୋଷ କୁମାର ରାଉତ, ବରିଷ୍ଠ ସଦସ୍ୟ ଲୋକନାଥ ସିଂ, ସୁବାସ ମହାପାତ୍ର, ନାରାୟଣ ପଣ୍ଡା, କିଶୋର ଅଚାର୍ଯ୍ୟ, ଦିଲ୍ଲିପ ମିଶ୍ର, ଲଲାଟେନ୍ଦୁ ଧିର, ଯଶୋବନ୍ତ କର, ସରୋଜ ପରିଡା, ଅମୀୟ ବରାଳ, ବିକାଶ ବିଶ୍ୱାଳ, ସ୍ୱପ୍ନେଶ ପଣ୍ଡା, ଅନିଲ ସାହୁ, ସଞ୍ଜୟ ଦଳେଇ, ଶୁଭକାନ୍ତ ନାୟକ, ହାଡିବନ୍ଧୁ ଖୁଣ୍ଟିଆ, ଜ୍ୟୋତି ରଞ୍ଜନ ଜେନା, ପ୍ରଫୁଲ ମହାନ୍ତି, ମକରଧ୍ୱଜ ସାହୁ, ପ୍ରକାଶ ହଜାରୀ, ଲିଟୁ ହଜାରି, ଭାଗିରଥି ଦାଶ, ଭରତ ମିଶ୍ର, ରାଜୀବ ଜେନା, କିରଣ ପାଢ଼ୀ, ଦେବକାନ୍ତ ବେହେରା, ମୁନା ମହାନ୍ତି, କୈଳାଶ ନାହାକ, ବ୍ରଜ କିଶୋର ଓଝା, କାଳିଆ ଧଡାଙ୍କ ସମେତ ଉପଖଣ୍ଡର ବହୁ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।