ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ
ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ) :-ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ସାମ୍ବାଦିକମାନଙ୍କୁ ଆକ୍ରମଣର ଯେଉଁ ଚିତ୍ର ଆସୁଛି ମୁଁ ଏହାକୁ ନିନ୍ଦା କରୁଛି, ସେହି ଚରିତ୍ର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବା ଦରକାର । ସୁନିଲ କୁମାର ସାହୁ, ମିଡ଼ିଆ ଇନଚାର୍ଜ, ବିଜେପି (ଗଞ୍ଜାମ)


