ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଗଞ୍ଜାମ ବିଇଓ ଙ୍କ ବେଖାତିର

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ଏନଏସି ଅନ୍ତର୍ଗତ ବାରପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରିବା ପାଇଁ ଗଞ୍ଜାମ ବିଇଓ ବନ୍ଦକରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାଫଳରେ ଗଣଶିକ୍ଷା ମନ୍ତ୍ରୀ ଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥିବା ସ୍ୱଷ୍ଟ ବାରିହେଉଛି ।କରୋନା ପାଇଁ କାମ ସଂଖ୍ୟକ ବିଦ୍ୟର୍ଥୀ ଥିବା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପତି ପ୍ରକାଶ କରାଯାଇଥିଲା । ମାତ୍ର ବରପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ଦୁଇ ଜଣ ଛାତ୍ର ଜଏନ କରିବାକୁ ଯାଇଥିବା ବେଳେ ଦାଇତ୍ଵ ରେ ଥିବା ପ୍ରଧାନଶିକ୍ଷକ ମାନା କରିଦେଇଥିବା ଏବଂ ଥିବା ବିଦ୍ୟର୍ଥୀ ଙ୍କୁ ବିଇଓ ଙ୍କ ନିର୍ଦ୍ଦେଶ କ୍ରମେ ଟିସି ଦିଆଯାଇଥିବା ପ୍ରାଧନ ଶିକ୍ଷକ କହିଥିବା ଗ୍ରାମବାସୀ ଶିବାନନ୍ଦ ପଲେଇ, ପ୍ରଶାନ୍ତ କୁମାର ନାୟକ, ଶିବଗୋଡ଼, ଶେଖର ପଲେଇ ପ୍ରମୁଖ ଙ୍କ ସମେତ ଅନ୍ୟାମାନେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ସ୍କୁଲ ଖୋଲିବା ନେଇ ଜିଲ୍ଲାଶିକ୍ଷାଧିକାରୀ ଙ୍କୁ ଅବଗତ କରାଇଛନ୍ତି । ସ୍କୁଲ ବନ୍ଦ କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ