ଗଣିଜାଙ୍ଗ-କନ୍ତିଆ ରାସ୍ତା ଅବସ୍ଥା ଶୋଚନୀୟ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଗଣିଜାଙ୍ଗ ବଜାର ଠାରୁ ଗୋବିନ୍ଦପୁର ଭାୟା କନ୍ତିଆ ଆର.ଡି.ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତା ଦେଇ କନ୍ତିଆ ସଂସ୍କୃତ ମହାବିଦ୍ୟାଳୟ, ଗଣିଜାଙ୍ଗ ଓ କନ୍ତିଆ ଗ୍ରାମର ଛାତ୍ରଛାତ୍ରୀ ମାନେ ପ୍ରତ୍ୟେହ ଦିନ ଯିବାଆସିବା କରିଥାନ୍ତି । ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଉକ୍ତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରାନଗଲେ ଗ୍ରାମବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ