ଗଦାଗ ପୁଲିସର ନୂଆ ଅଭିଯାନ

ବେଙ୍ଗାଲୁରୁ- ମହିଳାମାନଙ୍କ ପାଇଁ ନୂଆ ଅଭିଯାନ ଆରମ୍ଭ କରିଛି  କର୍ନାଟକର ଗଦାଗ ପୁଲିସ ଏବେ ରାତି ଦଶଟାରୁ ସକାଳ ଛଅଟା ପର୍ଯ୍ୟନ୍ତ ବାହାରେ ଥିବା ମହାଳା ମାନଙ୍କୁ ସୁରକ୍ଷିତ ଭାବେ ଘରେ  ପହଞ୍ଚାଇବାର ବ୍ୟବସ୍ଥା କରିଛି । ଗଦାଗ ଏସ୍ ପି କହିଛନ୍ତି ଯେ ମହିଳାମାନେ ବିନା ସଂକୋଚରେ ପୁଲିସ ଷ୍ଟେସନକୁ ଫୋନକରି ସହାୟତା ନେଇପାରିବେ ଏବଂ ସେମାନଙ୍କୁ ମାଗଣାରେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ