ଗବେଷିକା ଡକ୍ଟ୍ରେଟ୍ ଉପାଧି ଲାଭ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ତିରିଂବ୍ଳକ ଅନ୍ତର୍ଗତ ମାକିଳିଡିହି ଗ୍ରାମର ଇନ୍ଦ୍ରପୂର୍ତ୍ତି ଏବଂ ଚିରାଂ ପୂର୍ତ୍ତିଙ୍କ ବରିଷ୍ଠ କନ୍ୟା ଗବେଷିକା ଲଳିତା ପୂର୍ତ୍ତି କିଟ୍ ବିଶ୍ୱବିଦ୍ୟାଳୟ ରୁ ସମ୍ମାନ ସୂଚକ ଡକ୍ଟ୍ରେଟ୍ ପିଏଚ୍ଡି ଅର୍ଥନିତୀରେ ଲାଭ କରିଛନ୍ତି । ଚଳିତ ବର୍ଷ କିସ କିଟ୍ ବିଶ୍ୱ ବିଦ୍ୟାଳୟରୁ ରାଜୀବ ଗାନ୍ଧୀ ନ୍ୟାସନାଲ ଫେଲୋସିପ୍ ପାଇଁ କୋହ୍ଲା ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିଷୟରେ ଗବେଷଣା କରୁଥିଲେ । ସେ କିସ୍ ବିଶ୍ୱ ବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରଫେସର ରବିନ୍ଦ୍ର ନାଥ ସ୍ୱାଇଁ ଏବଂ ଆସେଟ୍ ପ୍ରଫେସର ପାରିକଶୀତ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଗବେଷଣା କରିଥିଲେ ।ତାଙ୍କର ସନ୍ଦରର୍ଭଟି ସମ୍ବଲପୁର ୟୁନଭିରସିଟିର ତୁଷାର କାନ୍ତ ଦାସଙ୍କ ଦ୍ୱାରା ସମ୍ମାନିତ ହୋଇଛ ନ୍ତି ପ୍ରଂଶସିତ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ କିଟ୍ ବିଶ୍ୱବିଦ୍ୟାଳୟ ସମସ୍ତ କମ ର୍କର୍ତ୍ତା ବାପା ଓ ମାଙ୍କୁ ପାଇଁ ସଫଳ ହୋଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।